ସ୍ୱାମୀ ଡାନିଙ୍କ ସହ ଅନାଥ ଆଶ୍ରମ ପହଂଚିଲେ ଝିଲିକ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାହାଘର ପରେ ପ୍ରଥମ କରି ଓଲିଉଡ ଅଭିନେତ୍ରୀ ସ୍ୱାମୀ ପ୍ରୀତିରଞ୍ଜନ ଘଡାଇ ଅର୍ଥାତ୍ ଡାନିଙ୍କ ସହ ଭୁବନେଶ୍ୱରସ୍ଥିତ ଏକ ଅନାଥ ଆଶ୍ରମରେ ପହଂଚିଥିଲେ ।
ସୂଚନାଯୋଗ୍ୟ, ଡୁମଡୁମା ସ୍ଥିତ ପ୍ରତିଭା ଆଶ୍ରମରେ ଅଭିନେତ୍ରୀ ଝିଲିକ୍ ଓ ଡାନି ପହଂଚି ସେଠାରେ ପିଲାଙ୍କ ସହ…