ବିଚାରଧୀନ କଏଦୀର ମୃତ୍ୟୁ, ହତ୍ୟା ଅଭିଯୋଗ!
ସମ୍ବଲପୁର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ସମ୍ବଲପୁର ମଣ୍ଡଳ କାରାଗାରରେ ଜଣେ ବିଚାରଧୀନ କଏଦୀର ମୃତ୍ୟୁ ଅଭିଯୋଗ। ଗତକାଲି ରାତିରେ ପରମେଶ୍ୱର ମଲ୍ଲିକ ନାମକ ଜଣେ କଏଦୀଙ୍କୁ ଜେଲରୁ ହଠାତ୍ ମେଡିକାଲକୁ ଆଣିଥିଲେ । ମେଡ଼ିକାଲରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ପରିବାର ଲୋକେ ଏହାକୁ ହତ୍ୟାକାଣ୍ଡ ବୋଲି…