“ଆତ୍ମନିର୍ଭର ଅର୍ଥବ୍ୟବସ୍ଥା” ଓ “ବଜେଟ-୨୦୨୨” ପ୍ରସଙ୍ଗରେ ବିଜେପି କାର୍ଯ୍ୟକାର୍ତ୍ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ…
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତ କାଲି ଉପସ୍ଥାପିତ ହୋଇଥିବା କେନ୍ଦ୍ର ବଜେଟ ଦେଶର ଅର୍ଥ ବ୍ୟବସ୍ଥାକୁ ସୁଦୃଢ କରିବା ସହିତ ବିକାଶର ନୂତନ ସମ୍ଭାବନା ସୃଷ୍ଟି କରିଛି । ଦେଶର ଆତ୍ମନିର୍ଭର ଅର୍ଥବ୍ୟବସ୍ଥା ଦିଗରେ ଗତ କାଲି ଉପସ୍ଥାପିତ ହୋଇଥିବା ବଜେଟ ଏକ ବଳିଷ୍ଠ ପଦକ୍ଷେପ । ଏହି ବଜେଟରେ କୃଷି,…