କେରଳରେ ବନ୍ୟା, ୧୩ ଜିଲ୍ଲାରେ ହାଇଆଲର୍ଟ, ସ୍ଥିତି ଅନୁଧ୍ୟାନ କରିବେ ପ୍ରଧାନମନ୍ତ୍ରୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କେରଳରେ ବନ୍ୟା ବିତ୍ପାତ ବହୁ ଧନଜୀବନ ହାନୀ ଘଟାଇଛି । ଏବେ ସୁଦ୍ଧା ରାସ୍ତାଘାଟ, ପୋଲ, ଏୟାରପୋର୍ଟ ସବୁ କିଛି ବର୍ଷା ପାଣିରେ ବୁଡି ରହିଛି । ଆଗକୁ ମଧ୍ୟ ବର୍ଷାର ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପୂନର୍ବାର ୧୩ଟି ଜିଲ୍ଲାରେ ରେଡ ଆଲର୍ଟ ଜାରି କରିଛି ।…