Browsing Tag

prime minister

ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅବସରରେ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳ

ଆଜି ବିଶ୍ୱପ୍ରସିଦ୍ଧ ରଥଯାତ୍ରା । ଏହି ଅବସରରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍ତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର 'ଏକ୍ସ' ଏକାଉଣ୍ଟରେ…

ରେସ୍କ୍ୟୁ ଅପରେସନ୍‌ର ସଫଳତା ସହ ଉଦ୍ଧାର ଶ୍ରମିକଙ୍କୁ ଶୁଭକାମନା ଓ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ,…

ଦୀର୍ଘ ୧୭ ଦିନ ଧରି ଉତ୍ତରକାଶୀ ଟନେଲ ଭିତରେ ଫସିକି ରହିବା ପରେ ଆଜି ଟନେଲ ଭିତରୁ ସୁରକ୍ଷିତ ଭାବେ ସମସ୍ତ ୪୧ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ଉଦ୍ଧାରକାରୀ ଟିମର ଅକ୍ଳାନ୍ତ ପରିଶ୍ରମ ଓ ଦେଶବାସୀଙ୍କ ପ୍ରାର୍ଥନା ସଫଳ ହୋଇଛି। ଟନେଲ୍‌ରୁ ଶ୍ରମିକ ଉଦ୍ଧାର ଘଟଣାରେ ଖୁସି ବ୍ୟକ୍ତ…

ନୂତନ ସଂସଦ ଭବନରେ ନିର୍ମିତ ଅଶୋକ ସ୍ତମ୍ଭର ଉନ୍ମୋଚନ କଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ନୂତନ ସଂସଦ ଭବନର ଛାତ ଉପରେ ବ୍ରୋଞ୍ଜରେ ନିର୍ମିତ ଅଶୋକ ସ୍ତମ୍ଭ ଉନ୍ମୋଚନ କରିଛନ୍ତି। ଏହାପରେ ସଂସଦ ଭବନ କାର୍ଯ୍ୟରେ ନିୟୋଜିତ ଶ୍ରମିକମାନଙ୍କ ସହିତ ଆଲୋଚନା କରିଥିଲେ। ରାଷ୍ଟ୍ରୀୟ ପ୍ରତୀକ ଅଶୋକ ସ୍ତମ୍ଭ ଉନ୍ମୋଚନ କରିବା ସମୟରେ…

ମନ୍ତ୍ରୀ ସୂର୍ଯ୍ୟ ପାତ୍ରଙ୍କୁ ଦାମଙ୍କ ଉପହାସ, ନବୀନ ପ୍ରଧାନମନ୍ତ୍ରୀ ହେଲେ, ସୂର୍ଯ୍ୟ ପାତ୍ର ହେବେ ପେଟ୍ରୋଲିୟମ…

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରିଷ୍ଠ ବିଜେପି ନେତା ଦାମୋଦର ରାଉତଙ୍କ ଟାର୍ଗେଟ ରେ ମନ୍ତ୍ରୀ ସୂର୍ଯ୍ୟ ପାତ୍ର । ନିର୍ବାଚନୀ ଫଳାଫଳ ଘୋଷଣା ତାରିଖ ଯେତେ ନିକଟତର ହେଉଛି ରାଜନୈତିକ ଆକଳନ ସେତେ ଜୋର ଧରୁଛି । କେଉଁ ଦଳ କେତେ ସିଟ ପାଇବ । କିଏ ବହୁମତ ପାଇ ସରକାର ଗଠନ କରିବା ବା ନୂତନ ମେଣ୍ଟ ହେବ,…