ବିଜ୍ଞାପନ ନାଁରେ ୫ ଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ କରିଛି ବିଜେପି
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହି ବିଜ୍ଞାପନ ନାଁରେ ବିଜେପିର ରାଜ୍ୟ ନେତୃବୃନ୍ଦ ୭ ସରକାରୀ ପେଟ୍ରୋ କମ୍ପାନୀଠାରୁ ରାଜ୍ୟ ବିଜେପି ନେତୃବୃନ୍ଦ ଶହଶହ କୋଟିରୁ ଉର୍ଦ୍ଧ୍ବ ଟଙ୍କା ଲୁଟ୍ କରିଛନ୍ତିି । କଂଗ୍ରେସର ରାଜ୍ୟ କାର୍ଯ୍ୟାଳୟଠାରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ପୂର୍ବତନ ଛାତ୍ର…