ମୁତୟନ ହେବେ ଏନଡିଆରଏଫ ଏବଂ ଓଡ୍ରାଫ ଟିମ
ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ସମ୍ଭାବନା ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଭାରତୀୟ ପାଣିପାଗ ବିଭାଗ ଅନୁସାରେ ବାତ୍ୟା ମେ’ ୧୦ରେ ଉପକୂଳ ଠାରୁ ୨୫୦ କିଲୋମିଟର ଦୂରରେ ଥିବ। ଭାରତୀୟ ପାଣିପାଗ ବିଭାଗର ଆକଳନ ଆସନ୍ତାକାଲି ଆଉ ଟିକେ ସ୍ପଷ୍ଟ…