୩ ନୂଆ ଅପରାଧିକ ବିଲ୍କୁ ଦେଲେ ରାଷ୍ଟ୍ରପତିଙ୍କ ମଞ୍ଜୁରୀ
ଇଂରେଜ ଯୁଗରେ ତିଆରି ତିନୋଟି ଆଇନ ବର୍ତ୍ତମାନ ସମାପ୍ତ ହୋଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୩ ନୂଆ ଅପରାଧିକ ବିଲ୍କୁ ଅନୁମୋଦନ କରିଛନ୍ତି। ରାଷ୍ଟ୍ରପତିଙ୍କ ମଞ୍ଜୁରୀ ସହିତ ଏହି ତିନୋଟି ବିଲ୍ ଏବେ ଆଇନରେ ପରିଣତ ହୋଇଛି। ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଏବଂ…