କିଏ ବାଜି ମାରିବ ରାଷ୍ଟ୍ରପତି ଗାଦି; ଆଜି ନିର୍ବାଚନ
କିଏ ହେବ ବିଶ୍ବର ସର୍ବବୃହତ ଗଣତାନ୍ତ୍ରିକ ଦେଶର ପଞ୍ଚଦଶ ରାଷ୍ଟ୍ରପତି । NDA ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନା ମିଳିତ ବିରୋଧି ଦଳର ପ୍ରାର୍ଥୀ ଯଶୋବନ୍ତ ସିହ୍ନା । ଆଜି ଉଭୟଙ୍କ ଭାଗ୍ୟ ଲିଖନ ହେବ । ଆଜି ହେବାକୁ ଯାଉଛି ରାଷ୍ଟ୍ରପତି ନିର୍ବାଚନ । ଦେଶର ସମସ୍ତ ସାଂସଦ ଓ ସବୁ ରାଜ୍ୟର…