ଅଧିକ ମାନସିକ ଚିନ୍ତା ଗର୍ଭପାତର କାରଣ ହୋଇପାରେ
ମା’ ହେବା ପ୍ରତ୍ୟେକ ମହିଳାଙ୍କ ପାଇଁ ଖୁସିର କଥା ହୋଇଥାଏ । ହେଲେ ଗର୍ଭାବସ୍ଥାରେ ଟିକିଏ ଅସାବଧାନତା ମହିଳାମାନଙ୍କ ପାଇଁ ବିପଦ ସୃଷ୍ଟି କରିବା ସହ ଗର୍ଭପାତର କାରଣ ହୋଇପାରେ। ଏହି ସମୟରେ ଶରୀରରେ ଦେଖାଦେଉଥିବା ହରମୋନାଲ ପରିବର୍ତ୍ତନ ଅନେକ ସମସ୍ୟା ସୃଷ୍ଟି କରିଥାଏ। ମୁଡ୍ ସୁଇଙ୍ଗ୍ ଏବଂ…