Browsing Tag

Prayer by Sanjay Das Burma for covid warriors

ରାଜ୍ୟ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ସଞ୍ଜୟ ଦାସବର୍ମାଙ୍କ ଶପଥ ପାଠ ଓ ନିରବ ପ୍ରାଥନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାନ୍ଯବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆହ୍ନାନକ୍ରମେ ଆଜି ସଂଧ୍ଯା ୬ ଘଣ୍ଟିକାରେ ରାଜ୍ଯ ଯୋଜନା ବୋର୍ଡ଼ ଉପାଧ୍ଯକ୍ଷ ତଥା ବିଜୁ ଜନତା ଦଳ ରାଜ୍ଯ ସାଧାରଣ ସମ୍ପାଦକ (କାର୍ଯ୍ଯାଳୟ) ଶ୍ରୀ ସଞ୍ଜୟ ଦାସବର୍ମାଙ୍କ ନେତୃତ୍ୱରେ ବିଜୁ ଜନତା ଦଳ ରାଜ୍ଯ…