Browsing Tag

pravati parida

ଉପମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ଋତୁସ୍ରାବ ପାଇଁ ଦିନେ ଛୁଟି

ଭୁବନେଶ୍ୱର: ସରକାରୀ ମହିଳା କର୍ମଚାରୀଙ୍କ ପାଇଁ ଖୁସି ଖବର। ରାଜ୍ୟ ସରକାର ଖୁବଶୀଘ୍ର ଋତୁସ୍ରାବ ସ୍ବାସ୍ଥ୍ୟ ନୀତି ଆପଣେଇବାକୁ ଯାଉଛନ୍ତି। ଏଥିରେ ସରକାରୀ ମହିଳା କର୍ମଚାରୀମାନେ  ଗୋଟିଏ ଦିନ ଋତୁସ୍ରାବ ଜନିତ ଛୁଟି ପାଇବେ। ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ପାଇଁ  ଏହି ନୀତି ଲାଗୁ ହେବ।…