Browsing Tag

pratap jena

ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ମନ୍ତ୍ରୀ ପ୍ରତାପ ଜେନାଙ୍କ ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି ମନ୍ତ୍ରୀ । ନିର୍ବାଚନ ପ୍ରଚାରରେ କରିବାକୁ ଯାଉଥିବା ବେଳେ ଘଟିଲା ଏହି ଦୁର୍ଘଟଣା । କନ୍ଧମାଳ ଜିଲ୍ଲା ଭେଟ୍‌ କୋଲ୍‌ ଘାଟି ନିକଟରେ ଘଟିଛି ଦୁର୍ଘଟଣା ।…

ବିଜେପିର ହୀନ ରାଜନୀତି ଓ କୁତ୍ସିତ ମନୋଭାବକୁ ଯେତେ ନିନ୍ଦା କଲେ ବି କମ: ପ୍ରତାପ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାରକେଡ୍ ଉପରକୁ ବିଜେପି କର୍ମୀଙ୍କ ଅଣ୍ଡାମାଡ଼ ଘଟଣାକୁ ଆଇନମନ୍ତ୍ରୀ ପ୍ରତାପ ଜେନା ନିନ୍ଦା । କହିଲେ, ‘ବିଜେପିର ହୀନ ରାଜନୀତି ଓ କୁତ୍ସିତ ମନୋଭାବକୁ ଯେତେ ନିନ୍ଦା କଲେ ବି କମ ହେବ । ବିଜେପି ଗୋଟିଏ ବି ଭଲ କାମ କରିବାର…

ପ୍ରତାପ ଜେନା ଗାଡ଼ିକୁ ଅଣ୍ଡା ମାଡ଼

ବିରୋଧୀ କଂଗ୍ରେସ ଓ ବିଜେପି ପକ୍ଷରୁ ଆଜି ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ କେନ୍ଦ୍ରପଡ଼ାରେ ବିରୋଧ ପ୍ରଦର୍ଶନ ହୋଇଛି । ମନ୍ତ୍ରୀଙ୍କୁ ଅଣ୍ଡା ମାଡ ଓ କଳାପତାକା ପ୍ରଦର୍ଶନ କରାଯାଇଛି । ଆଜି ଅପରାହ୍ଣରେ ମନ୍ତ୍ରୀ ପ୍ରତାପ ଜେନା କେନ୍ଦ୍ରାପଡା ଗସ୍ତରେ ଯାଇଥିଲେ । କେନ୍ଦ୍ରାପଡ଼ା…

ଏୟାରଲିଫ୍ଟ ହେଲେ ମନ୍ତ୍ରୀ ପ୍ରତାପ ଜେନା

ଏୟାରଲିଫ୍ଟ ହେଲେ ଆଇନ ମନ୍ତ୍ରୀ ପ୍ରତାପ ଜେନା । ଏୟାର ଆମ୍ବୁଲାନ୍ସ ଯୋଗେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଏବେ ଫୁଲବାଣୀରୁ ଭୁବନେଶ୍ବର ଅଣାଯାଉଛି । ଭୁବନେଶ୍ବରରେ ପହଞ୍ଚିବା ପ​‌ରେ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯିବ । ରବିବାର ସକାଳୁ ଫୁଲବାଣୀ ସର୍କିଟ ହାଉସରେ ସେ ହଠାତ…

ମାହାଙ୍ଗା ନିର୍ବାଚନମଣ୍ଡଳୀରେ ସୃଷ୍ଟିହେବ ଗ୍ରାମ୍ୟ ଜଙ୍ଗଲ: ବ୍ୟୟ କରାଯିବ ୧୪ କୋଟି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମାହାଙ୍ଗା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ବ୍ଲକରେ ବ୍ୟାପକ ବୃକ୍ଷରୋପଣ କାର୍ଯ୍ୟ ହାତକୁ ନେଇ ଗ୍ରାମ୍ୟ ଜଙ୍ଗଲ ସୃଷ୍ଟି କରାଯିବ । ଏ ନେଇ ଗୁରୁବାର ପଂଚାୟତିରାଜ, ପାନୀୟ ଜଳ, ଆଇନ, ଗୃହ ଓ ନଗରଉନ୍ନୟନ ମନ୍ତ୍ରୀ ପ୍ରତାପଜେନା ସମୀକ୍ଷା…

ଆକ୍ସନ ମୋଡରେ ଆଇନମନ୍ତ୍ରୀ – ଦୁଷ୍କର୍ମକାରୀଙ୍କୁ ତ୍ରାହିନାହିଁ, ପ୍ରତିଷ୍ଠା ହେବ 45 ଫାଷ୍ଟ ଟ୍ରାକ କୋର୍ଟ

ଦେଶରେ ବର୍ତ୍ତମାନ ଦୁଷ୍କର୍ମ ଓ ହତ୍ୟା ମାମଲାରେ ଲଗାମ ଲଗାଇବା ପାଇଁ ରାଜ୍ୟରେ ପ୍ରତିଷ୍ଠା ହେବ 45ଟି ଫାଷ୍ଟ ଟ୍ରାକ କୋର୍ଟ । ଏଣିକି ପୀଡ଼ିତା ଖୁବ ଶ୍ରୀଘ୍ର ଯେପରି ନ୍ୟାୟ ପାଇ ପାରିବେ ସେ ଉପରେ ଦୃଷ୍ଟି ଦିଆଯିବ ବୋଲି ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି । ରାଜ୍ୟରେ ବଢୁଥିବା ମହିଳା ଓ…

ଦାମଙ୍କ ଛାତି ଉପରେ ମହିଳା ସମାବେଶ

ଓଡିଶା ଫାଷ୍ଟ (ବ୍ୟୁରୋ): ବରିଷ୍ଠ ନେତା ଦାମୋଦର ରାଉତ ଙ୍କ ଗଡ଼ରେ ଆସନ୍ତା କାଲି ହେବାକୁ ଯାଉଛି ଏକ ବିଶାଳ ମହିଳା ସମାବେଶ । ଏହି ସମାବେଶ ରେ ୫ ହଜାରରୁ ଉର୍ଦ୍ଧ ମହିଳା ଯୋଗଦାନ ଦେବାର କାର୍ଯ୍ୟକ୍ରମ ରହିଛି । ଦାମଙ୍କ ଅହଂଭାବକୁ ଚୁରମାର କରିବାକୁ ଏହି ମହିଳା ସମାବେଶ କରାଯାଇଥିବା…