ଅଗଷ୍ଟ ୨୫ରେ ବିଜେଡିର ବିଧାୟକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଭୁବନେଶ୍ୱର: ଓଡିଶା ବିଧାନସଭାରେ ବିଧାୟକମାନଙ୍କ ପାଇଁ ଆୟୋଜିତ ଦିଗ୍ଦର୍ଶନ କାର୍ଯ୍ୟକ୍ରମକୁ ଆମେ ବର୍ଜନ କରିଛୁ ବୋଲି ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ବିରୋଧୀ ଦଳର ଉପମୁଖ୍ୟ ସଚେତକ ପ୍ରତାପ ଦେବ ସାମ୍ବାଦିକଙ୍କ ସହ ବାର୍ତାଳାପ କରି ସୂଚନା ଦେଇଛନ୍ତି। ବିଜେଡିର ବିଧାୟକ ମାନଙ୍କ ପାଇଁ…