ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିରେ ମୁଁ ଖୁସି – ପ୍ରସନ୍ନ ପାଟ୍ଟଶାଣୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ):ରାଜ୍ୟସଭା ପାଇଁ ୪ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା ହେବା ପରେ ବରିଷ୍ଠ ବିଜେଡ଼ି ପ୍ରସନ୍ନ ପ।ଟଶାଣୀ ନିଜର ପ୍ରତିକ୍ରିୟା ରଖିଛନ୍ତିି। ସେ କହିଛନ୍ତି କି ଦଳରେ ରହି ଦଳ ବିରୋଧୀ କଥା କହିବାରେ ମୁଁ ବିଶ୍ୱାସ କରେ ନାହିଁ।
ମୁଖ୍ୟମନ୍ତ୍ରୀ ନବୀନ ଯାହା କରିଛନ୍ତି ମୁଁ…