ପ୍ରମିଳାଙ୍କୁ ପ୍ରଚାର କରିବାକୁ ବାରଣ କଲେ ନିର୍ବାଚନ କମିଶନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରମିଳା ମଲ୍ଲିକଙ୍କ ନିର୍ବାଚନ ପ୍ରଚାରରେ ଲାଗିଲା ରୋକ । ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ କରିପାରିବେନି ନିର୍ବାଚନୀ ପ୍ରଚାର । ତାଙ୍କୁ କାରଣ ଦର୍ଶାଅ ନୋଟିସ ସହ ୪୮ ଘଣ୍ଟା ନିର୍ବାଚନ ପ୍ରଚାର ମଇଦାନରୁ ଦୂରରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ ।…