ଗ୍ରାମାଞ୍ଚଳରେ କୋଭିଡ ସଚେତକଙ୍କୁ ପିପିଇ କିଟ ବଣ୍ଟନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶିଶୁପାଳଗଡ଼, ଲିଙ୍ଗିପୂର,ଧଉଳି, ଇଟିପୁର, ଟିକରପଡ଼ା, ଏବଂ ବାସୁଆଘାଇ ପ୍ରଭୃତି ଛଅ ଗୋଟି ଗ୍ରାମ ପଞ୍ଚାୟତର କୋଭିଡ ସଚେତକଙ୍କୁ ପିପିଇ କିଟ ଅସ୍କି ମିଟର, ମାଷ୍କ୍,ଫେସ୍ ସିଲ୍ଡ ପ୍ରଭୃତି ଇନ୍ଦିରା କଲୋନୀ…