ବନ୍ୟପ୍ରାଣୀଙ୍କ ସହ ଫଟୋଗ୍ରାଫ ଓ ସେଲ୍ଫି ଉଠାଇ ପୋଷ୍ଟ କଲେ ମିଳିବ ଦଣ୍ଡବିଧାନ
ଆଜିକା ସମୟରେ ସମସ୍ତେ ସେଲ୍ଫି ପାଇଁ ସଭିଏଁ ପାଗଳ। ଦୁନିଆରେ ଏମିତି ଅନେକ ମାମଲା ଦେଖା ଯାଇଛି, ଯେଉଁଠି ଲୋକମାନେ ଫଟୋଗ୍ରାଫ ଓ ସେଲ୍ଫି ନେବା ନିଶାରେ କିଛି ନା କିଛି କରି ବସିଛନ୍ତି । ଏପରିକି, କିଛି ଲୋକ ଏଇ ଚକ୍କରରେ ନିଜ ଜୀବନକୁ ମଧ୍ୟ ମୃତ୍ୟୁ ମୁଖକୁ ଠେଲି ଦେଇଛନ୍ତି।
ତେବେ ଆମେ…