ପୋଷ୍ଟର ଉଚ୍ଛେଦରେ ବିଏମସି ର ଅନିୟମିତତା,ବିରୋଧୀ ଦଳକୁ ଦେଖାଇଲା ଅନୁକମ୍ପା
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ନିର୍ବାଚନ କୁ ମାତ୍ର ଆଉ ୧୦୦ରୁ କମ ଦିନ ରହିଲା । ନୂତନ ବର୍ଷ ଅଭିନ୍ଦନ ଜଣାଇବାକୁ ପ୍ରାର୍ଥୀ ଓ ଆଶାୟୀ ପ୍ରାର୍ଥୀମାନେ ନିଜ ଦଳର ମୁଖିଆ ଓ ନିଜ ଫଟୋ ଥିବା ପୋଷ୍ଟେର ଓ ବ୍ୟାନର ରାଜଧାନୀ ର ରାସ୍ତାଘାଟ ଗଳିକନ୍ଦିରେ ଛାଉଣୀ କରିଦେଇଥିଲେ । ନୂଆବର୍ଷ ପୂର୍ବଦିନ…