ଶ୍ରାବଣ ମାସରେ ଏହିସବୁ ଗଛ,ବଦଳିଯିବ ଭାଗ୍ୟ ବଦଳିଯିବ ଭାଗ୍ୟ
ଆମ ଜୀବନରେ ବୃକ୍ଷର ଖୁବ୍ ମହତ୍ତ୍ଵ ରହିଛି । ବୃକ୍ଷ ବିନା ଜୀବନ ଅସମ୍ଭବ ଅଟେ । କିଛି ବୃକ୍ଷ ରହିଛି ଯାହା ଆମ ଜୀବନ ଉପରେ ଖୁବ୍ ପ୍ରଭାବ ପକାଇ ଥାଏ । ଯାହାଦ୍ଵାରା ଆମ ଜୀବନରେ ଆର୍ଥିକ ସ୍ଥିତି ସୁଦୃଢ ହେବା ସହ ସନ୍ତାନ ମାନଙ୍କର ମଧ୍ୟ ଉନ୍ନତି ହୁଏ । ଗଛ ଲଗାଇବା ଦ୍ଵାରା ଘରକୁ ସକାରାତ୍ମକ…