Browsing Tag

polygraph test

୫ ଘଣ୍ଟା ଲାଏ ଡିଟେକସନ ଟେଷ୍ଟରେ ୧୦୦ରୁ ଉର୍ଦ୍ଧ୍ବ ପ୍ରଶ୍ନରେ ଘାଇଲା ହେଲେ ବିଦ୍ୟାଶ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ସମାଜ ସେବୀ ଆଦିତ୍ୟ ଦାସ ମୃତ୍ୟୁ ରହସ୍ୟ ଖୋଜି ବାହାର କରିବା ପାଇଁ ପତ୍ନୀ ବିଦ୍ଯାଶ୍ରୀଙ୍କ ହେଲା ଲାଏ ଡିଟେକସନ ଟେଷ୍ଟ। ଦୀର୍ଘ ୫ ଘଣ୍ଟା ଧରି ଭୁବନେଶ୍ବର ରସୁଲଗଡ ନିକଟ ରାଜ୍ୟ ଫରେନସିକ ଲାବରେ କରାଗଲା ଟେଷ୍ଟ। ତୁହାକୁ ତୁହା ୧୨୬ଟି ପ୍ରଶ୍ନ ରଖାଯାଇଥିଲା…