Browsing Tag

politics

ଶପଥ ନେଲେ ମାଣିକ ଶାହା

ନୂଆଦିଲ୍ଲୀ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମାଣିକ ଶାହା । ରାଜଭବନରେ ରାଜ୍ୟପାଳ ସତ୍ୟଦେବ ନାରାୟଣ ରାୟ ମାଣିକ ଶାହାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ପାଠ କରାଇଛନ୍ତି । ତ୍ରିପୁରାରେ ଦଳ ମଧ୍ୟରେ ଶୃଙ୍ଖଳା ଓ ବିରୋଧୀଙ୍କୁ ଜବାବ ଦେବାକୁ…

ତ୍ରିପୁରାର ପରବର୍ତ୍ତି ନୂଆ ମୁଖ୍ୟମନ୍ତ୍ରୀ ହେବେ ମାନିକ ଶାହା

ଅଗତତାଲା: ତ୍ରିପୁରା ରାଜ୍ୟ ବିଜେପି ସଭାପତି ମାନିକ ଶାହା ହେବେ ତ୍ରିପୁରାର ପରବର୍ତ୍ତି ନୂଆ ମୁଖ୍ୟମନ୍ତ୍ରୀ। ଆଜି ରାଜ୍ୟ ବିଜେପି ବିଧାୟକ ଦଳର ନେତା ଭାବେ ମାନିକ ଶାହା ନିର୍ବାଚିତ ନିର୍ବାଚିତ ହୋଇଛନ୍ତି। ବିଧାୟକ ଦଳର ନେତା ଭାବେ ମାଣିକ ଶାହା ନିର୍ବାଚିତ ହୋଇଛନ୍ତି ଏବଂ ସେ ତ୍ରିପୁରାର…

ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ପିସିସି ପରିବର୍ତ୍ତନ!

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଶୁକ୍ରବାରଠୁ ଆରମ୍ଭ ହେଉଛି କଂଗ୍ରେସର ଚିନ୍ତନ ଶିବିର ବୈଠକ । ବୈଠକ ପରେ ରାଜ୍ୟ କଂଗ୍ରେସକୁ ନୂଆ ସଭାପତି ମିଳିବ । ଆଗାମୀ ବ୍ରଜରାଜନଗର ଉପନିର୍ବାଚନ ପୂର୍ବରୁ ରାଜ୍ୟ କଂଗ୍ରେସକୁ ମିଳିବ ନୂଆ ସଭାପତି । ପ୍ରଭାରୀ ଚେଲ୍ଲାକୁମାର ରାଜ୍ୟର ପିସିସି…

‘ଗ୍ୟାସ୍’ ରାଜନୀତି: ବିଜେଡି, ବିଜେପି ଏବଂ କଂଗ୍ରେସଙ୍କ ବୟାନବାଜି

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): କରୋନା ମହାମାରୀ ସମୟ ପରେ ପରେ ପ୍ରତିଦିନ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ୍ ବୃଦ୍ଧି ପାଇଚାଲିଛି । ବିଶେଷ କରି ପେଟ୍ରୋଲ୍, ଡିଜେଲ୍, ରନ୍ଧନ ଗ୍ୟାସ୍ ଏବଂ ଖାଇବା ତେଲ ଦର ଦିନକୁ ଦିନ ଆକାଶଛୁଆଁ ହେବାରେ ଲାଗିଛି । ଇତିମଧ୍ୟରେ ଶୁକ୍ରବାର କେନ୍ଦ୍ର ସରକାର…

କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ ସୁର

ଭୁବନେଶ୍ୱର (ଓଡ଼ିଶା ଫାଷ୍ଟ ବ୍ୟୁରୋ): କାରଣ ଦର୍ଶାଅ ନୋଟିସର ଜବାବ ରଖିଲେ କଂଗ୍ରେସ ନେତା ସୁରେଶ ରାଉତରାୟ। କଂଗ୍ରେସ ଭବନକୁ ଆସି ଲିଖିତ ଭାବେ ଉତ୍ତର ଦାଖଲ କଲେ ସୁରେଶ ରାଉତରାୟ। ପୁଣି ଥରେ ନିରଞ୍ଜନ ପଟ୍ଟନାୟକ ଓ ଜୟଦେବ ଜେନାଙ୍କ ସେହି କଥାକୁ କହିଲେ। ସୁର କହିଲେ, ଏ ଦୁହେଁ ବି ପିସିସି…

ପାୱାର କରିଡରରେ ଚର୍ଚ୍ଚା : ମନ୍ତ୍ରୀମଣ୍ଡଳରେ ହୋଇପାରେ ବଡ଼ଧରଣର ପରିବର୍ତ୍ତନ

ଭୁବନେଶ୍ୱର : ପ୍ରଶାସନ ଏବଂ ବିଜେଡିର ସାଂଗଠନିକ ସ୍ତରରେ ମଧ୍ୟ ଏହି ପରିବର୍ତ୍ତନ ହେବ ବୋଲି ସୂଚନା ରହିଛି। ରାଜନୈତିକ ବିଶ୍ଳେଷକମାନେ ମତ ଦେଇଛନ୍ତି ଯେ ନୂତନ କ୍ୟାବିନେଟ୍ ଆସନ୍ତା ଦୁଇ ବର୍ଷ ପର୍ଯ୍ୟନ୍ତ ୨୦୨୪ ସାଧାରଣ ମତଦାନ ପର୍ଯ୍ୟନ୍ତ ଜାରି ରହିବ। ଆସନ୍ତା ମାସରେ ନବୀନ ସରକାରଙ୍କ ପଞ୍ଚମ…

ନିର୍ବାଚନୀ ହିଂସା: ପୋଡିଦେଲେ କଂଗ୍ରେସ ପାର୍ଟି ଅଫିସ

ପିପିଲି : ୨୪ ତାରିଖରେ ପୌର ନିର୍ବାଚନ। ୨ ଦିନ ପୂର୍ବରୁ ପିପିଲିରେ ଦେଖାଦେଇଛି ନିର୍ବାଚନି ହିଂସା। ପିପିଲି NAC ୭ ନମ୍ବର ୱାର୍ଡରେ କଂଗ୍ରେସ ପାର୍ଟି ଅଫିସକୁ ପୋଡିଦେଲେ ଦୁର୍ବୁତ୍ତ । ରବିବାର ରାତି ୩ ଟାରେ କଂଗ୍ରେସ ପାର୍ଟି ଅଫିସକୁ କେହି ଦୁର୍ବୁତ୍ତ ପୋଡ଼ି ଦେଇଥିବା ନେଇ ଅଭିଯୋଗ…

ପ୍ରମୋଦ ସାୱନ୍ତ ହେବେ ଗୋଆର ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ: ପ୍ରମୋଦ ସାୱନ୍ତ ଗୋଆର ପରବର୍ତ୍ତି ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ସ୍ଥିର। ଆସନ୍ତା ମାର୍ଚ୍ଚ ୨୪ ତାରିଖରେ ଶପଥ ଗ୍ରହଣ କରିବେ । ଏହି ବିଷୟରେ ସୋମବାର ବିଜେପି ବିଧାୟକ ଦଳ ବୈଠକ ହୋଇପାରେ । ସେ କହିଛନ୍ତି, ‘ଆସନ୍ତାକାଲି ସଂଧ୍ୟାରେ ଶପଥ ଗ୍ରହଣ ସମାରୋହ ବାବଦରେ…

ଆଜି ମଇଦାନକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆଜି ତିର୍ତ୍ତୋଲରେ ପ୍ରଚାର ମଇଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତିର୍ତ୍ତୋଲ ବିଧାନସଭା କ୍ଷେତ୍ରର ଏକାଧିକ ସ୍ଥାନରେ ଭର୍ଚ୍ଚୁଆଲ ମୋଡରେ ପ୍ରଚାର କରିବେ ନବୀନ । ଗୋଟିଏ ସମୟରେ ସବୁସ୍ଥାନର ଭୋଟର୍‌ଙ୍କୁ ସମ୍ବୋଧନ କରିବେ ମୁଖ୍ୟମନ୍ତ୍ରୀ । ଏଥିପାଇଁ…

ବାଲେଶ୍ବର ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବାଲେଶ୍ବର ସଦର ନିର୍ବାଚନ ମଣ୍ଡଳୀ ଉପନିର୍ବାଚନ ପାଇଁ ଗତକାଲି କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର କରାଯାଇଛି। ଘର ଘର ବୁଲି କଂଗ୍ରେସ କର୍ମୀମାନେ ଲୋକଙ୍କ ସମସ୍ୟା ଶୁଣିବା ସହ କଂଗ୍ରେସ ପ୍ରାର୍ଥୀ ମମତା କୁଣ୍ଡୁଙ୍କୁ ହାତ ଚିହ୍ନରେ ଭୋଟ୍ ଦେବା ପାଇଁ ବୁଝାଇଥିଲେ।…