Browsing Tag

Political news

ଓଡିଶା ପୋଲିସ ଏବେ ବିଜେଡ଼ିର କର୍ମୀ ଭଳି କାମ କରୁଛି : ଜୟ ନାରାୟଣ ମିଶ୍ର

ପିଏମଜିରେ ପୋଲିସ ଖଣ୍ଡଯୁଦ୍ଧ ଘଟଣାରେ ଗିରଫ ହୋଇଥିବା ବିଜେପି ଯୁବମୋର୍ଚ୍ଚା କର୍ମୀ ଓ ନେତାଙ୍କୁ ଝାରପଡା ଜେଲରେ ଭେଟିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ଏହାସହ ଜୟନାରାୟଣ କହିଛନ୍ତି, ଆନ୍ଦୋଳନରେ ସାମିଲ ନଥିବା, ଚାହା ପାଣି ଦେବା ପାଇଁ ଆସିଥିବା ଲୋକଙ୍କୁ ମଧ୍ୟ ଗିରଫ କରି କୋର୍ଟ…

କନ୍ଧମାଳ ଓ ଗଜପତିରେ ପୁର୍ନଗଠିତ ହେଲା କମିଟି, ଗଜପତିର ୨ ନେତାଙ୍କୁ ରାଜ୍ୟ ସଂପାଦକ ଦାୟିତ୍ୱ ଦେଲା ବିଜେଡି

କନ୍ଧମାଳ ଓ ଗଜପତି ଜିଲ୍ଲା ବିଜେଡି କମିଟି ପୁର୍ନଗଠନ କରାଯାଇଛି । ବିଜେ଼ଡି ସଭାପତି ନବୀନ ପଟ୍ଟନାୟକ ଆଜି ଏହି ଦୁଇ ଜିଲ୍ଲା ବିଜେଡି କମିଟିର ପୁନର୍ଗଠନ କରିଛନ୍ତି। ଗଜପତି ଜିଲ୍ଲାର ୨ ନେତାଙ୍କୁ ବିଜେଡି ରାଜ୍ୟ ସଂପାଦକ ଦାୟିତ୍ୱ ମିଳିଛି । ବସନ୍ତ ଦାସ ଓ ପ୍ରଦୀପ ନାୟକ ରାଜ୍ୟ ସଂପାଦକ ଭାବେ…

ପରୋକ୍ଷରେ ଧମକ ଦେଇ ଓଡ଼ିଆ ଯୁବକଙ୍କ ଆନ୍ଦୋଳନାତ୍ମକ ମନୋବୃତିକୁ ବିଜେଡି ଚାପି ପାରିବ ନାହିଁ: ସୂରଜ ସୂର୍ଯ୍ୟବଂଶୀ

ଯେତେବେଳେ ଶାସକ ଦଳ ବିଜେଡି କୌଣସି ପ୍ରସଙ୍ଗରେ ଅଡୁଆରେ ପଡି ଉତର ରଖୁଥିବାର ଆବଶ୍ୟକତା ରଖୁଛି ସେହି ସମୟରେ ସେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କଥା ଉଠାଉଛନ୍ତି । ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ଗୃହ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କ…

ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ରହସ୍ୟ ଉନ୍ମୋଚିତ ନହେବା ପର୍ଯ୍ୟନ୍ତ ବିଧାନସଭାଠୁ ରାଜରାସ୍ତା ଯାଏଁ ପ୍ରତିବାଦ ଜାରିରଖିବ…

ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗକୁ ନେଇ ବିଜେପିର ଆଭିମୁଖ୍ୟ ଆକ୍ରମଣାତ୍ମକ ରହିଛି । ହତ୍ୟାର ରହସ୍ୟ ଉନ୍ମୋଚିତ ନହେବା ପର୍ଯ୍ୟନ୍ତ ବିଜେପି ଚୁପ୍ ରହିବ ନାହିଁ ବୋଲି କହିଛି ବିଜେପି । ବିଧାନସଭାଠୁ ରାଜରାସ୍ତା ଯାଏଁ ପ୍ରତିବାଦ ଜାରିରଖିବା ନେଇ ସୂଚନା ଦେଇଛନ୍ତି ବିରୋଧୀ ଦଳ ନେତା…

ରାଜ୍ୟ ସରକାରଙ୍କ ବଜେଟ ହେଉଛି “ବସ୍ତାନି ବଡ, ପାଠ କମ୍‌” : ଗୋଲକ ମହାପାତ୍ର

ସଠିକ୍ ଆକଳନ ଜଣା ନଥିବା ରାଜ୍ୟ ସରକାର କେବଳ ସ୍ୱପ୍ନ ଦେଖିବାରେ ବ୍ୟସ୍ତ ରହି ରାଜ୍ୟବାସୀଙ୍କୁ ଗୋଟିଏ ପରେ ଗୋଟିଏ ଗୋଲାପୀ ସ୍ୱପ୍ନ ଦେଖାଇ ଚାଲିଛନ୍ତି । ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଗତକାଲି ରାଜ୍ୟ ସରକାର ଉପସା୍ଥପିତ କରିଥିବା ବଜେଟରେ ଏହା ପୁଣି ଥରେ ପ୍ରତିଫଳିତ ହୋଇଛି । ସଂପୂର୍ଣ୍ଣ…

ଯଥାଶୀଘ୍ର ପୋଲିସ ବ୍ୟବସ୍ଥାର ସୁଧାର ଅଣାଯିବା ଆବଶ୍ୟକ, ନହେଲେ ଅନେକ ଗୋପାଳ ଦାସ ସୃଷ୍ଟି ହେବାର ଆଶଙ୍କା ବଢୁଛି

ରାଜ୍ୟରେ ବହୁ ଦକ୍ଷ ପୋଲିସ ଅଧିକାରୀ ଅଛନ୍ତି । କିନ୍ତୁ ଶୃଙ୍ଖଳା ଅଭାବ କାରଣରୁ ରାଜ୍ୟରେ ପୋଲିସ ବ୍ୟବସ୍ଥା ସଂପୂର୍ଣ୍ଣ ଧ୍ୱଂସ ପାଇଛି । ପୋଲିସ ଡିଜି, ବରିଷ୍ଠ ପୋଲିସ ଅଧିକାରୀ, ଏସପି ଓ ଅନ୍ୟାନ୍ୟ ପୋଲିସ ଅଧିକାରୀଙ୍କ ମଧ୍ୟରେ ସମନ୍ୱୟର ଅଭାବ ସ୍ପଷ୍ଟ ପରିଲକ୍ଷିତ ହେଉଛି । ଯଥାଶୀଘ୍ର ପୋଲିସ…

ନବକିଶୋର ଦାସ ହତ୍ୟା ଘଟଣାକୁ ନେଇ ବିଜେପି ହୀନ ରାଜନୀତି କରୁଛି : ସସ୍ମିତ ପାତ୍ର

ନବକିଶୋର ଦାସ ହତ୍ୟା ଘଟଣାକୁ ନେଇ ସାଂସଦ ସସ୍ମିତ ପାତ୍ରଙ୍କ ପ୍ରତିକ୍ରିୟା। ଗୁଳିକାଣ୍ଡ ଘଟଣାରେ ଅଭିଯୁକ୍ତ ଗୋପାଳ ଦାସକୁ ଗିରଫ କରାଯାଇଛି। ଗୁଜରାଟର ଫରେନସିକ୍ ଲାବରେଟୋରୀରେ ଗୋପାଳର ନାର୍କୋ ଟେଷ୍ଟ କରାଯାଇଛି। ସେହିପରି ଦିଲ୍ଲୀର ସିଏଫଏସଲ ଟିମ୍ ଦ୍ବାରା ଗୋପାଳର ମାନସିକ ପରୀକ୍ଷା…

ଚାଉଳ ରାଜନୀତି ଏବେ ରାଜରାସ୍ତାରେ; ଅତିରିକ୍ତ ୫କେଜି ଚାଉଳ କାଟକୁ ନେଇ ରାଜଭବନ ଆଗରେ ବିଜେଡି ନେତାଙ୍କ ଧାରଣା

କେନ୍ଦ୍ରର ଧାନ କିଣା ନୀତି ଓ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ବନ୍ଦ କରିବା ପ୍ରସଙ୍ଗକୁ ନେଇ ରାସ୍ତାକୁ ଓହ୍ଲାଇଛି ବିଜେଡି । ଆଜି ରାଜଭବନ ସମ୍ମୁଖରେ ଧାରଣା ଦେଇଛି ବିଜେଡି । ଆଜିଠାରୁ ରାଜ୍ୟବ୍ୟାପୀ ତିନି ଦିନିଆ ପ୍ରତିବାଦ କରିବ ଦଳ । ଆସନ୍ତାକାଲି ପଞ୍ଚାୟତ କାର୍ଯ୍ୟାଳୟ…

ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ବୟାନକୁ ନେଇ ଆରମ୍ଭ ହୋଇଛି ରାଜନୀତି, ବିରୋଧୀ ଦଳ ଆରମ୍ଭ କରିଦେଲେଣି ଟାର୍ଗେଟ

ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ଏହି ବୟାନ ଏବେ ଏକ ବଡ଼ ବିତର୍କ ସୃଷ୍ଟି କରିଛି । ନିଜେ ଆଇନଶୃଙ୍ଖଳା ଦାୟୀତ୍ୱରେ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ, ଆଇନର ଗଳାବାଟ ଦେଇ କିଭଳି କ୍ଷତିପୂରଣ ଟଙ୍କା ବାଟମାରଣା ହେଉଛି ତାହା କ୍ୟାମେରା ଆଗରେ କହିଛନ୍ତି । ସେ କହିଛନ୍ତି- ପୀଡ଼ିତଙ୍କ…

ପୁଣିଥରେ ଚାଉଳକୁ ନେଇ ତେଜିଲା ରାଜନୀତି, ବଣ୍ଟନ କେନ୍ଦ୍ରରେ ମୋଦିଙ୍କ ଫଟୋ ଲାଗିବା ନେଇ ବିଜେପି-ବିଜେଡିଙ୍କ ତୁ ତୁ ମେଁ…

ସାଧାରଣ ନିର୍ବାଚନ ପୂର୍ବରୁ ଲୋକଙ୍କ ପାଖରେ ପହଞ୍ଚିବାକୁ ନୂଆ ଯୋଜନା କରୁଛି ବିଜେପି । ରାଜ୍ୟର ଗରିବ ଲୋକଙ୍କୁ ମାଗଣାରେ ୫ କେଜି ଚାଉଳ ପ୍ରଧାନମନ୍ତ୍ରୀ ମୋଦି ଦେଉଛନ୍ତି, ଏହି ବାର୍ତା ଲୋକଙ୍କ ପାଖରେ ପହଞ୍ଚାଇବାକୁ ଦଳ ସ୍ୱତନ୍ତ୍ର ରଣନୀତି କରିଛି । ଏଥିପାଇଁ ରାଜ୍ୟର ସମସ୍ତ ସାଧାରଣ ବଣ୍ଟନ…