Browsing Tag

Political news

ଓଡିଶା ସରକାର ମୁଣ୍ଡ ବିହୀନ ହୋଇଯାଇଛି, ସେଥିପାଇଁ ଏଭଳି ବିଲକ୍ଷଣ ଦେଖିବାକୁ ମିଳୁଛି: ପୃଥ୍ୱୀରାଜ ହରିଚନ୍ଦନ

୫ଟି ସଚିବଙ୍କ ଜିଲ୍ଲା ଗସ୍ତକୁ ନେଇ ବିଜେଡି-ବିଜେପି ମଧ୍ୟରେ ଚାଲିଥିବା ଉଷ୍ମତା ଥମିବାର ନାଁ ନେଉନାହିଁ । ସରକାରୀ ଅଧିକାରୀଙ୍କୁ ଦାୟିତ୍ୱ ଦେବା ସମ୍ପୂର୍ଣ୍ଣ ସାମ୍ବିଧାନିକ, ମୁଖ୍ୟମନ୍ତ୍ରୀ ସେହି ନିଜ ସଚିବଙ୍କୁ ଦେଇଛନ୍ତି । ୫ଟି ସଚିବଙ୍କ ଜିଲ୍ଲା ଗସ୍ତରେ କୌଣସି ସମସ୍ୟା ନାହିଁ ବୋଲି…

ବିଜେଡିର ବିଧାୟକ ଓ ସାଂସଦ ୫ଟି ସଚିବଙ୍କ ଦାସତ୍ବ ଗ୍ରହଣ କରିସାରିଲେଣି : ମୋହନ ମାଝୀ

୫ଟି ସଚିବ ଭି. କେ. ପାଣ୍ଡିଆନଙ୍କ ବିଭିନ୍ନ ଜିଲ୍ଲା ଗସ୍ତକୁ ନେଇ ଶାସକ ବିଜେଡିକୁ ସମାଲୋଚନା କରିଛନ୍ତି ବିଜେପି ଓ କଂଗ୍ରେସ। ବିଜେପି ନେତା ମୋହନ ମାଝୀ ଅଭିଯୋଗ କରିଛନ୍ତି ଯେ ବିଜେଡି ସାଂସଦ ଓ ବିଧାୟକ ସଂପୃକ୍ତ ଅମଲାଙ୍କ 'ଦାସତ୍ୱ' ଗ୍ରହଣ କରିସାରିଲେଣି। କଂଗ୍ରେସ ବିଧାୟକ ତାରା…

ମୁଖ୍ୟମନ୍ତ୍ରୀ ତାଙ୍କର ସାମ୍ବିଧାନିକ ଅଧିକାରକୁ କାହାକୁ ହସ୍ତାନ୍ତର କରିନାହାଁନ୍ତି: ପ୍ରସନ୍ନ ଆଚାର୍ଯ୍ୟ

୫ଟି ସଚିବଙ୍କ ପ୍ରସଙ୍ଗରେ ବିରୋଧୀଙ୍କ ଅଭିଯୋଗ ନେଇ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନ କହିଛନ୍ତି, କେନ୍ଦ୍ରର ଚିଠି ଏକ ସ୍ବଭାବିକ ପ୍ରକ୍ରିୟା । ନୂଆ କଥା କିଛି ନୁହେଁ । ଆଗରୁ ମଧ୍ୟ ଏକାଧିକ ଥର ଏମିତି ଘଟଣା ଘଟିଛି । ଏଇଟା ଶାସନ ବ୍ୟବସ୍ଥା ବା…

ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ୪ଟି ଜିଲ୍ଲାର ଦାୟିତ୍ୱ ଦିଆଯାଇଥିବା ନେଇ ଏଭଳି କଟାକ୍ଷ କଲେ ଜୟନାରାୟଣ ମିଶ୍ର

ବଦଳିଲେ ଜିଲ୍ଲା ବିଜେଡି ପର୍ଯ୍ୟବେକ୍ଷକ। ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ୪ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମିଳିଛି । ସେ ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ଜିଲ୍ଲା କଥା ବୁଝିବେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଜିଲ୍ଲାରୁ ଓ ବିରୋଧୀ ଦଳ ନେତା…

ବିଜେଡିର କ୍ୟାମ୍ପେନକୁ ବିରୋଧୀଙ୍କ କଟାକ୍ଷ

ଆଗାମୀ ନିର୍ବାଚନ ପାଇଁ ବିଜେଡି ଆରମ୍ଭ କରିଛି ରାଣ କୌଶଳ। ଦଳର ସବୁ ବିଧାୟକ, ସାଂସଦ ଓ ମନ୍ତ୍ରୀ ଏଥିପାଇଁ ଲାଗି ପଡିଛନ୍ତିି । ଶଙ୍ଖ ଚିହ୍ନର ପ୍ରଚାର ପ୍ରସାର ପାଇଁ ଶଙ୍ଖ ମୋର ଗର୍ବ ବୋଲି ସମସ୍ତେ ଏକସ୍ୱରରେ କହୁଛନ୍ତି । କିନ୍ତୁ ବିଜେଡିର ଏହି କ୍ୟାମ୍ପେନକୁ ବିରୋଧୀ କଟାକ୍ଷ କରିଛନ୍ତି ।…

୨ ନେତ୍ରୀଙ୍କ ଟ୍ୱିଟ୍‌ ୱାରକୁ ନେଇ ରାଜନୀତି ସରଗରମ

ଦୁଇ ନେତ୍ରୀଙ୍କ ଟ୍ୱିଟ୍‌ ୱାର। ସୋଶାଲ ମିଡିଆରେ ମୁହାଁମୁହିଁ ହୋଇଛନ୍ତି ପଦ୍ମପୁର ବିଧାୟକ ବର୍ଷା ସିଂ ବରିହା ଓ ବିଜେପି ନେତ୍ରୀ ଅର୍ପିତା ଅପରାଜିତ ବଡ଼ଜେନା। ନବ କିଶୋର ଦାସ ହତ୍ୟାକାଣ୍ଡକୁ ନେଇ ବର୍ଷା ବିଜେପିକୁ ଟାର୍ଗେଟ କରିଥିବା ବେଳେ ବିଜେଡିର…

କଂଗ୍ରେସ ନେତାମାନେ କଂଗ୍ରେସ ଭବନର ବାହାରକୁ ବାହାରନ୍ତୁ, ବାସ୍ତବତାକୁ ଗ୍ରହଣ କରି ପରିଶ୍ରମ ନକଲେ ସ୍ଥିତି ଆହୁରି ଖରାପ…

କଂଗ୍ରେସ ନେତାମାନେ କଂଗ୍ରେସ ଭବନର ବାହାରକୁ ବାହାରନ୍ତୁ । ଲୋକଙ୍କ ସହିତ ଜଡିତ ହେଇ, ଲୋକଙ୍କ କାମ କରନ୍ତୁ । ବାସ୍ତବତାକୁ ଗ୍ରହଣ କରି ପରିଶ୍ରମ ନକଲେ ସ୍ଥିତି ଆହୁରି ଖରାପ ହେବ । କଂଗ୍ରେସ ଭବନରେ ନରହି ନେତାମାନେ ଫିଲ୍ଡରେ ପରିଶ୍ରମ କରନ୍ତୁ", ଗୁରୁବାର ରାଜ୍ୟ କଂଗ୍ରେସର ସ୍ଥିତିକୁ ନେଇ…

ବିଗତ ୭-୮ ବର୍ଷରେ ବିଜେପି ପ୍ରତି ଓଡ଼ିଆ ଲୋକଙ୍କ ଭରସା ବଢ଼ିଛି: ଧର୍ମେନ୍ଦ୍ର ପ୍ରଧାନ

ରଙ୍ଗର ପର୍ବରେ ରାଜ୍ୟ ରାଜନୀତିରେ ରଙ୍ଗ ଲଗାଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ହୋଲି ଅବସରରେ କେନ୍ଦ୍ରମନ୍ତ୍ରୀଙ୍କ ବାସଭବନରେ ଭିଡ଼ ଲାଗିଥିବା ବେଳେ ୨୦୨୪ ନିର୍ବାଚନ ପାଇଁ ଦଳ କିପରି ଓଡ଼ିଶାରେ ପ୍ରସ୍ତୁତ ହେଉଛି, ଏନେଇ ସେ ସୂଚନା ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୈତିକ…

ଶାସକ ଦଳର ମନ୍ତ୍ରୀ ଜଣଙ୍କ କିଏ ? ଯାହା ବିରୋଧରେ ଏଭଳି ସଂଗୀନ ଅଭିଯୋଗ ଆଣିଲା ବିଜେପି

ରାଜ୍ୟ ସରକାରଙ୍କ ଜଣେ ମନ୍ତ୍ରୀଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଭିଯୋଗ କରି କହିଛନ୍ତି ମହିଳାଙ୍କୁ ପ୍ରତାରିତ କରିଛନ୍ତି ମନ୍ତ୍ରୀ । ଯାହାର ଭିଡିଓ ବାହାରେ ବୁଲୁଛି । ଯେଉଁ ମହିଳାଙ୍କୁ ଓଡ଼ିଶା ସରକାରଙ୍କ ଜଣେ ମନ୍ତ୍ରୀ ପ୍ରତାରିତ…

ପୁଲିସ୍ ଡିଜି, ଡିସିପି ଓ କମିଶନର ନାଁରେ ଏତଲା ଦେବା ବିଜେପି, ପୁଲିସ ଏତଲା ନ ରଖିଲେ କୋର୍ଟର ହେବ ଦ୍ୱାରସ୍ଥ

ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ ବେଳେ କର୍ମକର୍ତ୍ତାଙ୍କୁ ଅମାନବୀୟ ଢଙ୍ଗରେ ପୁଲିସ ମାଡ଼ ମାରିବାକୁ ନେଇ ସାରା ରାଜ୍ୟରେ ଆନ୍ଦୋଳନ ଡାକରା ଦେଇଛି ବିଜେପି। ଆସନ୍ତାକାଲି ରାଜ୍ୟର ସମସ୍ତ ଥାନରେ ପୁଲିସ୍ ଡିଜି, ଟୁଇନ ସିଟି କମିଶନର ଓ ଭୁବନେଶ୍ୱର ଡିସିପିଙ୍କ ନାଁରେ ଏତଲା କରିବ…