Browsing Tag

Political news

ନୂଆନେତାଙ୍କୁ ସୃଷ୍ଟି କରିବାରେ ରାଜ୍ଯ ବିଜେପି ଅକ୍ଷମ: ବିଜେଡି

ନୂଆନେତାଙ୍କୁ ସୃଷ୍ଟି କରିବାରେ ରାଜ୍ଯ ବିଜେପି ଅକ୍ଷମ। ଜନବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଯେଉଁ ନେତାମାନଙ୍କୁ ବିଜୁ ଜନତା ଦଳରୁ ତଡିଦିଆଯାଉଛି ସେମାନଙ୍କୁ ରାଜ୍ଯ ବିଜେପି କୋଳାଇ ନେଉଛି। ୨୦୧୯ରେ ଯେଉଁମାନଙ୍କୁ ବିଜୁ ଜନତା ଦଳରୁ ବାହାର କରିଦିଆଯାଇଥିଲା ସେମାନଙ୍କୁ ବିଜେପି ସାମିଲ…

ଅତି ଭକ୍ତି ଚୋରର ଲକ୍ଷଣ, ଦେଖନ୍ତୁ ଭିଡ଼ିଓ

ଅତି ଭକ୍ତି ଚୋରର ଲକ୍ଷଣ, ଭକ୍ତି ଦେଖାଇ କଟିବେନି ତ ଚେର ପାଣ୍ଡିଆନ ଙ୍କୁ ବଦନାମ କରିବାକୁ ବବି କରୁନାହାଁନ୍ତି ତ ଚକ୍ରାନ୍ତ, ପାଣ୍ଡିଆନ କଣ ବବି ଙ୍କୁ ଟ୍ରାଫିକ ନିୟନ୍ତ୍ରଣ କରିବାକୁ ଦେଇଥିଲେ ନିର୍ଦ୍ଦେଶ । ଦଳୀୟ ନେତା ଓ କର୍ମୀ ଙ୍କ ଆଗରେ କଣ ପ୍ରମାଣିତ କରିବାକୁ ଚାହୁଁଛନ୍ତି ବବି,…

ଶ୍ରୀମୟୀ ଙ୍କ ପାଇଁ ଭୁବନେଶ୍ୱର ରୁ ଲଢ଼ିବେ ନବୀନ, ଦେଖନ୍ତୁ ଭିଡ଼ିଓ

ଶ୍ରୀମୟୀ ଙ୍କ ପାଇଁ ଭୁବନେଶ୍ୱର ରୁ ଲଢ଼ିବେ ନବୀନ, ଶ୍ରୀମୟୀ ଙ୍କ ପାଇଁ ମଇଦାନକୁ ଓଲ୍ହାଇବେ ନବୀନ ହିଂଜିଳି ଛାଡି ଲଢ଼ିବେ ଭୁବନେଶ୍ୱର ରୁ, ଶ୍ରୀମୟୀ ଙ୍କ ପାଇଁ ଜାରିହୋଇଛି ହୁଇପ, ଲାଗିପଡିଛନ୍ତି ମଧ୍ୟ, ଉତ୍ତର,ଏକାମ୍ର ଏବଂ ଜଟଣୀ ବିଧାୟକ ଭୁବନେଶ୍ୱର ବିଜେଡି ସାଂସଦ ପ୍ରାର୍ଥୀ ଭାବେ…

ଓଡ଼ିଆ ସ୍ୱାଭିମାନର କଥା କହି ପ୍ରତିଷ୍ଠା ହୋଇଥିବା ଦଳ ଆଜି ଜଣେ ଅଣ ଓଡ଼ିଆଙ୍କ ରିମୋଟ କଣ୍ଟ୍ରୋଲରେ ଚାଲୁଛି: ବିଜେପି

ପ୍ରତିଷ୍ଠା ଦିବସରେ ବିଜେଡିକୁ ଟାର୍ଗେଟ କରିଛି ବିଜେପି। ସୋଶାଲ୍‌ ମିଡିଆରେ ବିଜେପି ମୁଖପାତ୍ର ଅନୀଲ ବିଶ୍ୱାଳ ସମାଲୋଚନା କରି କହିଛନ୍ତି, ଓଡ଼ିଆ ସ୍ୱାଭିମାନର କଥା କହି ପ୍ରତିଷ୍ଠା ହୋଇଥିବା ଏହି ଦଳ ଆଜି ଜଣେ ଅଣ ଓଡ଼ିଆଙ୍କ ରିମୋଟ କଣ୍ଟ୍ରୋଲରେ ଚାଲୁଛି। ଏହା କେଉଁ ରୂପାନ୍ତରିକରଣ? ସେହି…

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗସ୍ତକୁ ବିରୋଧ: ବିଜେପି ଓ ବିଜେଡି ସମର୍ଥକ ମୁହାଁମୁହିଁ

ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଗସ୍ତକୁ ନେଇ ଆଜି ସନ୍ଧ୍ୟାରେ ବିଜେପି ଓ ବିଜେଡି ସମର୍ଥକମାନେ ମୁହାଁମୁହିଁ ହୋଇଛନ୍ତି । ପୁଲିସର ହସ୍ତକ୍ଷେପ ପରେ ସାଂସଦଙ୍କ ଗାଡ଼ିକୁ ଲୋକେ ଛାଡ଼ିଥିଲେ ଓ ରାସ୍ତାରୋକ ହଟିଥିଲା। ତେବେ ଏହି ଘଟଣାରେ ଶାସକ ବିଜେଡିକୁ ଚେତାବନୀ ଦେଇଛି ବିଜେପି । ଏଭଳି ହୀନ…

ଭୋଟ ମାଗିଲେ, ବିରୋଧୀଙ୍କୁ କଲେ ଟାର୍ଗେଟ

୨୦୧୯ରେ ଦକ୍ଷିଣ ଓଡିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାୱା ବହୁଥିବାବେଳେ ଜୟପୁର ବିଧାନସଭା ଆସନରେ ବିଜେଡିକୁ ମାତ ଦେଇଥିଲେ କଂଗ୍ରେସ ପ୍ରାର୍ଥୀ ତାରାପ୍ରସାଦ ବାହିନୀପତି । ସେହିପରି କୋରାପୁଟ ଲୋକସଭା ଆସନ ବି ଖସି ଯାଇଥିଲା । ହେଲେ, ୨୦୨୪ ନିର୍ବାଚନରେ କେମିତି ବାଜିମାତ କରିହେବ,…

ଓଡ଼ିଶାର ବିକାଶ ପାଇଁ ଯୋଜନା ନୁହଁ ବିଜୁ ଜନତା ଦଳ ସରକାରର କେବଳ ନିର୍ବାଚନ ଷ୍ଟଣ୍ଟ: ଗୋଲକ ମହାପାତ୍ର

ରାଜ୍ୟ ସରକାରଙ୍କ ଲକ୍ଷ୍ମୀ ବସ ଯୋଜନାକୁ ନେଇ ସବୁଆଡେ ବିରୋଧ ଚାଲୁଥିବାବେଳେ ବିଜେପି ନେତା ଗୋଲକ ମହାପାତ୍ର କହିଛନ୍ତି ବିଜୁ ଗାଁ ଗାଡି ଆରମ୍ଭ ହେଇଥିଲା ୨୦୧୪ ନିର୍ବାଚନ ଠିକ ପୂର୍ବରୁ,ଏବେ ସେ ଯୋଜନାର ସମାଧି ହୋଇ ଯାଇଛି । ଆଉ ଏବେ ପୁଣି ମହାଲକ୍ଷ୍ମୀ ଯୋଜନା । ଦେଖାଯାଉ ଏ ଯୋଜନାର ଅବସ୍ଥା…

କୋରାପୁଟ ଓ ସମ୍ବଲପୁର ଜିଲ୍ଲା ପାଇଁ ବିଜେଡିର କର୍ମକର୍ତ୍ତା ନିଯୁକ୍ତ

କୋରାପୁଟ ଓ ସମ୍ବଲପୁର ଜିଲ୍ଲା ପାଇଁ ବିଜେଡିର କର୍ମକର୍ତ୍ତା ନିଯୁକ୍ତ । ପ୍ରଶାନ୍ତ ଗୁପ୍ତା ହେଲେ କୋରାପୁଟ ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି । ଏହା ସହିତ କୋରାପୁଟ ଜିଲ୍ଲା ପାଇଁ ୫ ଉପଦେଷ୍ଟା, ୧୧ ଉପସଭାପତି, ୨୧ ସାଧାରଣ ସମ୍ପାଦକ ନିଯୁକ୍ତ ହୋଇଛନ୍ତି । ୨୨ ସମ୍ପାଦକ ଓ ୨୪ ଯୁଗ୍ମ…

“ଜନସମ୍ପର୍କ ଅଭିଯାନ ନୁହେଁ, ବିଜେଡିର ଜନପ୍ରତାରଣା ଅଭିଯାନ”: ଅନିଲ ବିଶ୍ୱାଳ

ଆଜି ବିଜୁ ଜନତା ଦଳ ଏକ ଜନସମ୍ପର୍କ ଅଭିଯାନ ଆରମ୍ଭ କରିବା ପାଇଁ ଯାଉଛି । ଏଇଟା "ଜନସମ୍ପର୍କ ଅଭିଯାନ ନୁହେଁ, ବିଜେଡିର ଜନପ୍ରତାରଣା ଅଭିଯାନ" । ୨୩ ବର୍ଷରେ ରାଜ୍ୟର ବିକାଶ ନୁହେଁ ବିନାଶ କରିଛି ବିଜେଡି ସରକାର । ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ୫୦୦କୋଟି ଟଙ୍କା ଜନଶୁଣାଣି ଅଭିଯାନରେ…

ସମ୍ବାଦରେ ହୋଇଥିବା ରେଡ୍ ପ୍ରାୟୋଜିତ: ସମୀର ମହାନ୍ତି

ସମ୍ବାଦରେ ହୋଇଥିବା ରେଡ୍ ପ୍ରାୟୋଜିତ । ପ୍ରେସମିଟରେ ସମୀର ମହାନ୍ତିଙ୍କ କଡା ସମାଲୋଚନା । ଗଣତନ୍ତ୍ରର କଣ୍ଠରୋଧ କରିବାକୁ ଅପଚେଷ୍ଟା । ପ୍ରଶ୍ନ ପଚାରିବାରୁ ପ୍ରାୟୋଜିତ ରେଡ୍ କରାଯାଇଛି । ଓଡିଶା ଭଳି ଶାନ୍ତିପ୍ରିୟ ରାଜ୍ୟରେ ଏହା ଗ୍ରହଣୀୟ ନୁହେଁ । ଏହା ଦୁର୍ଭାଗ୍ୟଜନକ, ଗଣତନ୍ତ୍ର ପାଇଁ…