ମିଡିଆ ଓ ପୁଲିସକୁ ସୁପ୍ରିମକୋର୍ଟଙ୍କ ତାଗିଦା
ନୂଆଦିଲ୍ଲୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କୌଣସି ଏକ ଅପରାଧ ସମ୍ପର୍କରେ ଟିଭି ଚ୍ୟାନେଲରେ ବିତର୍କ ଚାଲିଥିବାବେଳେ ପ୍ରମାଣଗୁଡିକୁ ଲିକ୍ ନକରିବାକୁ ସୁପ୍ରିମକୋର୍ଟଙ୍କ ପକ୍ଷରୁ ମିଡିଆ ଓ ପୁଲିସକୁ ତାଗିଦା କରାଯାଇଛି । ଏଭଳି କାର୍ଯ୍ୟ ଦ୍ୱାରା ଅପରାଧିକ ନ୍ୟାୟ ବ୍ୟବସ୍ଥାର ଉଲ୍ଲଂଘନ ହେବ ବୋଲି…