Browsing Tag

police iic

ରଥତଳେ ଫସିଥିବା କିଛି ଲୋକଙ୍କୁ ବଞ୍ଚାଇଲେ ପୋଲିସ ଅଧିକାରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଜଣେ ପୁଲିସ ଅଧିକାରୀ ନିଜ ଜୀବନର ବାଜି ଲଗାଇ କିଛି ଲୋକଙ୍କ ଜୀବନ ରକ୍ଷା କରିଛନ୍ତି। ଏଭଳି ଏକ ଘଟଣା ଗତକାଲି ରଥଟଣା ବେଳେ ଯାଜପୁର ରେ ଘଟିଛି। ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା ଜାରକାରେ ରଥଟଣା ଚାଲିଥିବା ବେଳେ କିଛି ଲୋକ ରଥଚକ ତଳକୁ ଚାଲିଆସିଥିଲେ ।…