Browsing Tag

police encounter

ଏନକାଉଣ୍ଟରରେ ଦୁର୍ଦାନ୍ତ ଅପରାଧୀ ଆହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗ୍ୟାଙ୍ଗଷ୍ଟର ଟିଟୋ ଓରଫ ସୟଦ ଉସ୍‌ମାନ ଅଲୀଙ୍କ ପ୍ରମୁଖ ସହଯୋଗୀ ତଥା ଶାର୍ପ ସୁଟର ବାବୁ ସାହୁ ଓରଫ ଭବାନୀଶଙ୍କର ସାହୁ(୨୮) ସୋମବାର ଭୋର ସମୟରେ ଜିଲ୍ଲା ପୋଲିସର ସ୍ବତନ୍ତ୍ର ସ୍କ୍ବାଡ୍‌ ଓ ଟାଉନ ପୋଲିସ ର ଏନ୍‌କାଉଣ୍ଟର ର ଶିକାର ହୋଇଛନ୍ତି। ବାବୁଙ୍କ ଡାହାଣ ଗୋଡ଼…

ପୋଲିସ-ମାଓବାଦୀ ଗୁଳି ବିନିମୟ, ୭ ମାଓବାଦୀ ନିହତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଛତିଶଗଡ଼ର ଦନ୍ତେୱାଡ଼ାରେ ଏସ୍‌ଟିଏଫ୍‌ ଯବାନଙ୍କୁ ବଡ଼ ସଫଳତା ମିଳିଛି। ଏସ୍‌ଟିଏଫ୍‌ ଯବାନଙ୍କ ଗୁଳିରେ ୭ ମାଓବାଦୀ ନିହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା ଅଛନ୍ତି। ସେମାନଙ୍କ ଠାରୁ ବିପୁଳ ପରିମାଣର ମାରଣାସ୍ତ୍ର ଜବତ କରାଯାଇଛି। ଘଟଣା ସ୍ଥଳରୁ ୨ଟା…