ଏକ ହୋଇ “ପରୀ ପାଇଁ କଥାଟିଏ”କୁ ସଫଳ କରିବା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତୁ ଏକ ହେବା ସମସ୍ତେ ମିଶି ଆମ ରାଜ୍ୟକୁ କଳଙ୍କ ରୁ ମୁକ୍ତ କରିବା । "ପରୀ ପାଇଁ କଥାଟିଏ" ସଚେତନତା କାର୍ଯ୍ୟକ୍ରମକୁ ସଫଳ କରିବା।
ଓଡ଼ିଶାରେ ବଢ଼ି ଚାଲିଥିବା ନାବାଳିକା ଦୁଷ୍କର୍ମ କୁ ଦୃଷ୍ଟି ରେ ରଖି ଓଡ଼ିଶା ପୋଲିସ ଓ ୟୁନିସେଫ ର ମିଳିତ ସହଯୋଗରେ "ପରୀ…