Browsing Tag

Police

ପୋଲିସଙ୍କ ଘରୁ ଲୁଟିଲେ ଦୁର୍ବୃତ୍ତ; ଥାନାରେ ଏତଲା

ମାହାଙ୍ଗା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୋଲିସ ଏଏସଆଇ ସୁଧାଂଶୁ ସାମଲଙ୍କ ଘରୁ ଲୁଟ । ଏଭଳି ଘଟଣା ଘଟିଛି କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଉମର ଗାଁରେ । ସୁଧାଂଶୁ ଅନୁଗୋଳ ପୋଲିସ ଟ୍ରେନିଂ ସେଣ୍ଟରରେ ଟ୍ରେନର ଅଛନ୍ତି । ସେହିପରି ତାଙ୍କ ପତ୍ନୀ ଅନୁଗୋଳ ଏସପି ଅଫିସରେ କ୍ଲର୍କ ଭାବେ କାର୍ଯ୍ୟ…

ରଶ୍ମିରେଖା ମୃତ୍ୟୁ ମାମଲା : ବୟଫ୍ରେଣ୍ଡଙ୍କୁ ନୋଟିସ

ଭୁବନେଶ୍ୱର : ଧାରାବାହିକ ଅଭିନେତ୍ରୀ ରଶ୍ମିରେଖା ମୃତ୍ୟୁ ମାମଲା। ଥାନାରେ ହଜାର ହେବା ପାଇଁ ସନ୍ତୋଷ ପାତ୍ରଙ୍କୁ ନୋଟିସ ଦେଲା ନାୟପଲ୍ଲୀ ଥାନା ପୋଲିସ। 25 ତାରିଖ ସୁଦ୍ଧା ନାୟପଲ୍ଲୀ ଥାନାରେ ପହଞ୍ଚିବା ପାଇଁ ସନ୍ତୋଷକୁ ନୋଟିସ ପଠେଇଲା ନାୟପଲ୍ଲୀ ଥାନା ପୋଲିସ। ପୂର୍ବରୁ ହାଜର ହେବା ପାଇଁ…

ଟ୍ରକ-କାର ଧକ୍କା ; ଗୋଟିଏ ପରିବାରର ୫ ମୃତ

ଲଖନଉ(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଟ୍ରକ-କାର ଧକ୍କାରେ ୫ ମୃତ। ଉତ୍ତରପ୍ରଦେଶର ବରେଲୀ ଜିଲ୍ଲାର ଇଜତନଗରରେ ଆଜି ବଡ ଧରଣର ସଡକ ଦୁର୍ଘଟଣା ଘଟିଛି। କାର ଓ ଟ୍ରକ ମଧ୍ୟରେ ଧକ୍କା ହୋଇ ଗୋଟିଏ ପରିବାରର ୫ ଜଣଙ୍କ ଜୀବନ ଚାଲି ଯାଇଛି। ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣା ସ୍ଥଳରେ…

ରହସ୍ୟରେ ରଶ୍ମିରେଖାଙ୍କ ମୃତ୍ୟୁ

ଭୁବନେଶ୍ଵର (ଓଡ଼ିଶା ଫାଷ୍ଟ ବ୍ୟୁରୋ): ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ମୃତ୍ୟୁ ରହସ୍ୟ ଘେରରେ । ଆଜି ପୋଷ୍ଟମର୍ଟମ ରିପୋର୍ଟ ଆସିପାରେ । ରଶ୍ମିଙ୍କ ସୁଇସାଇଡ୍ ନୋଟ୍ର ହ୍ୟାଣ୍ଡରାଇଟିଂ ବ୍ୟୁରୋକୁ ପଠାଇଛି ପୋଲିସ୍ । ସେପଟେ ଜବତ ହୋଇଥିବା ରଶ୍ମିଙ୍କ ମୋବାଇଲ ଓ ଲାପଟପ୍‌କୁ ଯାଞ୍ଚ…

ବରମୁଣ୍ଡାରେ ବଚସାରୁ ହଣାହଣି, ଦୁଇ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର : ଭୁବନେଶ୍ୱରର ବରମୁଣ୍ଡାର ନୂଆ ବସ୍‌ଷ୍ଟାଣ୍ଡରେ ଘଟିଯାଇଛି ତୁମୁଳକାଣ୍ଡ। ବସ୍ ଆଗପଛ ଯିବାକୁ ନେଇ ବଚସା ଓ ପରେ ହଣାହଣି। ଏଥିରେ ଦୁଇ ଜଣ ବସ୍ କର୍ମଚାରୀ (ଡ୍ରାଇଭର ଓ କଣ୍ଡକ୍ଟର) ଆହତ ହୋଇଛନ୍ତି। ସେମାନଙ୍କୁ କ୍ୟାପିଟାଲ୍ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ,…

ସ୍ୱର ବଦଳାଇଲେ ସଂଜୟ, ଚାପରେ ନା ଭୟରେ

ପୁରୀ (ଓଡ଼ିଶା ଫାଷ୍ଟ ବ୍ୟୁରୋ): ପୁରୀ ପୋଲିସ ବିଭାଗରେ ହୁଲସ୍ତୁଲ । ମାସିକିଆ ଟଙ୍କା ନେଉଛି ପୁରୀ ପୋଲିସ । ଅବକାରୀ କମିସନରଙ୍କୁ ଚିଠି ଲେଖିଥିଲେ ଇନ୍ସପେକ୍ଟର । ପୁରୀ ଜିଲ୍ଲାର ଥାନା ଅଧିକାରୀମାନେ ନିଶା ମାଫିଆଙ୍କ ନିକଟରୁ ମାସିକିଆ ଟଙ୍କା ସଂଗ୍ରହ କରୁଛନ୍ତି । ଯାହା ଫଳରେ ଅବକାରୀ…

ପୋଲିସ ଇନଫର୍ମର ସନ୍ଦେହ: ପଦ୍ମପୁର ଅଞ୍ଚଳରେ ଲାଗିଲା ମାଓ ବ୍ୟାନର

ବରଗଡ (ଓଡ଼ିଶା ଫାଷ୍ଟ ବ୍ୟୁରୋ): କିଛି ଦୋକାନୀଙ୍କୁ ତାଗିଦ କରି ବରଗଡ ଜିଲ୍ଲା ଅଞ୍ଚଳରେ ଲଗାଯାଇଛି ମାଓ ବ୍ୟାନର । ଏହି ମାଓ ପୋଷ୍ଟର ପାଇକମାଲରୁ ପଦ୍ମପୁର ରାସ୍ତା ଭୁଲିଆବନ୍ଧ ଛକ ନିକଟରେ ଲଗାଯାଇଛି । ସ୍ଥାନୀୟ ଗ୍ରାମବାସୀଙ୍କ ମଧ୍ୟରୁ କିଛି ଲୋକଙ୍କୁ ସେମାନେ ପୋଲିସ ଇନଫର୍ମର ବୋଲି ସନ୍ଦେହ…

୭୯୪ ମଦୁଆ ଡ୍ରାଇଭର ଧରା ହେଲେଣି

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଚାଲିଛି ମଦୁଆ ଧରା ଅଭିଯାନ। ମଦୁଆ ଡ୍ରାଇଭରଙ୍କୁ ଧରିବାକୁ ଅଣ୍ଟା ଭିଡିଲା କମିଶନରେଟ ପୋଲିସ। ରାଜଧାନୀ ଭୁବନେଶ୍ଵରରେ ମଦୁଆ ଗାଡି ଚାଳକଙ୍କୁ ପାନେ ଦେବ କମିଶନରେଟ ପୋଲିସ। ନିଶା ସେବନ କରି ଗାଡି ଚଳାଉଥିଲେ ଜରିମନା ଆଦାୟ କରୁଛି ପୁଲିସ। ୧୫ ଦିନରେ…

ବ୍ରାଉନସୁଗର ଜବତ: ୨ ବେପାରୀ ଗିରଫ କଲା ଏସଟିଏଫ୍

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଭୁବନେଶ୍ୱରରୁ କୋଟିଏ ଟଙ୍କାର ବ୍ରାଉନସୁଗର ଜବତ । ପୋଲିସ ଓ ଡାକ୍ତର ପରିଚୟ ଦେଇ ଚଳାଉଥିଲେ କାରବାର । ଦୁଇ ଜଣ କୁଖ୍ୟାତ ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି ଏସଟିଏଫ୍ । ସେମାନଙ୍କ ନିକଟରୁ ୧ କେଜି ୨୩୮ ଗ୍ରାମ୍ ବ୍ରାଉନସୁଗର ଜବତ ହୋଇଛି । ୧୭ ହଜାର…

ଡକାୟତି ଯୋଜନା ପଣ୍ଡ: ୩ ଗିରଫ, ୩ ଫେରାର

ଡେଲାଙ୍ଗ : ଡେଲାଙ୍ଗ ପୁଲିସ ଡକାୟତି ଯୋଜନା ପଣ୍ଡ କରିବାରେ ସଫଳ ହୋଇଛି। ଏହା ସହିତ ୬ ଜଣ ଡକାୟତଙ୍କ ମଧ୍ୟରୁ ୩ ଜଣଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଅଭିଯୁକ୍ତ ମାନେ ହେଲେ କଣାସ ଥାନା ଅଞ୍ଚଳ ବଳଭଦ୍ର ପୁର ଗ୍ରାମର ଶିବାଜୀ ପାଇକରାୟ(୩୮), ଡେଲାଙ୍ଗ ଥାନା ଅଞ୍ଚଳ ହରିପୁର ଗ୍ରାମର ବିଶ୍ୱଜିତ…