ଲଗାଣ ବର୍ଷାରେ ଭୁଷୁଡିଲା ପୋଲ, ଯାତାୟତ ଠପ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲଗାଣ ବର୍ଷାରେ ଭୁଷୁଡିଲା ପୋଲ । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଜାତୀୟ ରାଜପଥ ୨୦ ଶାଳପଡ଼ା ଛକ ଠାରୁ ସରେଇ ରାସ୍ତା ମଧ୍ୟରେ ଥିବା ଫାପୁଡିଆ ନାଳ ପୋଲ ଭୁଷୁଡି ପଡିଛି । ଯାତାୟତ ବାଧାପ୍ରାପ୍ତ ହୋଇଛି। ଖବର ଅନୁଯାୟୀ, ଲାଗି ରହିଛି ଲଗାଣ ବର୍ଷା । ମଙ୍ଗଳବାର ସକାଳ…