Browsing Tag

PM Modi

ପି.କେ ମିଶ୍ର ହେଲେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡ଼ିଶାର ପି.କେ ମିଶ୍ର ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ପି.କେ ମିଶ୍ର ୧୯୭୨ ବ୍ୟାଚ୍ ଗୁଜରାଟ କ୍ୟାଡର ଆଇଏଏସ ଅଫିସର । ଶ୍ରୀ ମିଶ୍ର ଗୁଜରାଟ ସରକାରଙ୍କ ସହିତ ପୂର୍ବରୁ କାମ କରି ସାରିଛନ୍ତି । ସୂଚନା ଅନୁଯାୟୀ, ନୃପେନ୍ଦ୍ର…

ମୋଦିଙ୍କୁ ଭେଟିଲେ ନବୀନ, ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ସହ ଫନୀ ସହାୟତା ସମ୍ପର୍କରେ ଆଲୋଚନା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପଞ୍ଚମ ଥର ପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ନବୀନ ପଟ୍ଟନାୟକ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଦିଲ୍ଲୀ ସରକାରୀ ବାସଭବନରେ ନବୀନ ମୋଦିଙ୍କ ସହ ସାକ୍ଷାତ କରିଛନ୍ତି ।ଏହି ଅବସରରେ ସେ…

୧୯ରେ ଭୋଟ, ଶେଷ ଦିନରେ ହେଭିଓ୍ବେଟଙ୍କ ହାଇଭୋଲଟେଜ ପ୍ରଚାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୯ ତାରିଖରେ ଚଳିତ ସାଧାରଣ ନିର୍ବାଚନର ଶେଷ ପର୍ଯ୍ୟାୟ ଭୋଟଗ୍ରହଣ ହେବ । ଏହି ପର୍ଯ୍ୟାୟରେ ବିହାର ଓ ମଧ୍ୟପ୍ରଦେଶର ୮ଟି ଲେଖାଏଁ ଆସନ, ପଶ୍ଚିମବଙ୍ଗରେ ୯, ହିମାଚଳ ପ୍ରଦେଶର ୪, ଝାଡ଼ଖଣ୍ଡର ୩ ଏବଂ ଚଣ୍ଡିଗଡ଼ର ଗୋଟିଏ ଆସନରେ ମତଦାନ ହେବ । ସେହିପରି ପଞ୍ଜାବ…

ବାରଣାସୀ ଲୋକସଭା ଆସନରୁ ନାମାଙ୍କନ ଦାଖଲ କଲେ ମୋଦି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରଣାସୀ ଲୋକସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଶୁକ୍ରବାର ଜିଲାପାଳଙ୍କ ଅଫିସରେ ଭାଜପା କାର୍ଯ୍ୟକର୍ତ୍ତାଙ୍କ ସହ ଯାଇ ମୋଦି ନାମାଙ୍କନପତ୍ର ଦାଖଲ କରିଛନ୍ତି । ମୋଦିଙ୍କ ନାମାଙ୍କନ ବେଳେ ସଂଯୁକ୍ତ ଜନତା ଦଳ (ଜେଡିୟୁ)…

କଂଗ୍ରେସର “ନ୍ୟାୟ”କୁ ନେଇ ବର୍ଷିଲେ ମୋଦି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚଳିତ ନିର୍ବାଚନ ପାଇଁ କଂଗ୍ରେସ ଯେଉଁ ଇସ୍ତାହାର ଘୋଷଣା କରିଛି, ତାର ନାଁ ରହିଛି ‘ନ୍ୟାୟ’। ଏଥିରେ କଂଗ୍ରେସ ଦେଶରେ ୨୦ ପ୍ରତିଶତ ଅତି ଗରିବ ପରିବାରକୁ ବାର୍ଷିକ ୭୨ ହଜାର ଟଙ୍କାର ସହାୟତା ଦେବା ବୋଲି ଘୋଷଣା କରିଛି । କଂଗ୍ରେସ ସରକାରକୁ ଆସିଲେ ଦେଶବାସୀଙ୍କୁ…

୫ ଦିନରେ ମୋଦିଙ୍କ ଦ୍ୱିତୀୟ ଥର ଓଡ଼ିଶା ଗସ୍ତ, ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ

ଓଡିଶା ଫାଷ୍ଟ(ବ୍ୟୁରୋ): ଗତ ୨୯ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସିଥିବା ବେଳେ ଆଜି ପୁଣି ଦିନିକିଆ ଗସ୍ତରେ ଓଡ଼ିଶା ଆସିଥିଲେ । ଭବାନିପାଟଣାର କ୍ରୀଷ୍ଣା ନଗର ପଡ଼ିଆଠାରେ ବିଜେପି ପକ୍ଷରୁ ମଙ୍ଗଳବାର ଆୟୋଜିତ ବିଜୟ ସଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ଯୋଗଦେଇ…

ନିରଞ୍ଜନ, ମୋଦିଙ୍କୁ ପଚରିଲେ ୫ଟି ପ୍ରଶ୍ନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ବଲାଙ୍ଗିର ଗସ୍ତରେ ଆସୁଛନ୍ତି । ଗତ କିଛି ଦିନ ମଧ୍ୟରେ ମୋଦି ଲଗାତାର ଭାବେ ଓଡ଼ିଶା ଗ୍ରସ୍ତ କରୁଛନ୍ତି ସତ କିନ୍ତୁ ଓଡ଼ିଶାର ମିଶନ ୧୨୦ ଭୁଲିଗଲା ପରି ମନେ ହେଉଛି । ପୂର୍ବରୁ ରାଜ୍ୟସରକାର ଙ୍କୁ ଟାର୍ଗେଟ କରି ପ୍ରଧାନମନ୍ତ୍ରୀ…