ଶିବଙ୍କ ସରଣରେ ମୋଦି, ପ୍ରଥମେ କେଦାରନାଥ ଓ ପରେ ବଦ୍ରିନାଥ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ ସାରିଯାଇଛି ସପ୍ତମ ଓ ଶେଷ ପର୍ଯ୍ୟାୟ ନିର୍ବାଚନ । ଆଜି ପ୍ରଧାନମନ୍ତ୍ରୀଙ୍କ ବାରାଣସୀରେ ନିଜର ଦ୍ୱିତୀୟଥର ଭାଗ୍ୟ ପରୀକ୍ଷା କରିଛନ୍ତି । ଏହି ପରକ୍ଷାରେ ପୁଣିଥରେ ସଫଳ ହୋଇ ସରକାର ଗଠନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବାବା କେଦାରନାଥଙ୍କ…