ପିଏମ୍ କିଷାନ ନିଧି ଯୋଜନା, ଚାଷୀ ତାଲିକା ଦେବେ ରାଜ୍ୟ ସରକାର, ୬ହଜାର ବଦଳରେ ୧୦ହଜାର ଦିଅ: ନବୀନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଚାଷୀଙ୍କୁ ସହାୟତା ଯୋଗାଇ ଦେବା ପାଇଁ କେନ୍ଦ୍ର ସରକାର ଆରମ୍ଭ କରିଥିବା ପିଏମ୍ କିଷାନ ନିଧି ଯୋଜନାରେ ସାମିଲ ହେବ ଓଡିଶା । ଗୁରୁବାର ସଚିବାଳୟଠାରେ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି…