ଅକ୍ଟୋବର ୨ ରୁ ପ୍ଲାଷ୍ଟିକ ବ୍ୟବହାର କଲେ ଦେବାକୁ ପଡିପାରେ ଜୋରିମାନା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୦୧୮ ଅକ୍ଟୋବର ୨ ତାରିଖରୁ ରାଜ୍ୟର ୫ଟି ସହରରେ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଯାଇଥିଲେ ମଧ୍ୟ ଏହା ଠିକ ଭାବେ କାର୍ଯ୍ୟକାରୀ ହୋଇନଥିଲା । ମାତ୍ର ଏଥର ଗାନ୍ଧୀ ଜୟନ୍ତୀରୁ ସମଗ୍ର ରାଜ୍ୟରେ ବ୍ୟାନ ହେବ ପ୍ଲାଷ୍ଟିକ । ଏଥର ନିୟମ ଭଙ୍ଗ କଲେ ହୋଇପାରେ ଜୋରିମାନା ।…