ଏଥିରୁ ଦୂରେଇ ରୁହନ୍ତୁ, ନଚେତ ମୃତ୍ୟୁ ମୁଖରେ ପଡିପାରନ୍ତି
ଦିନକୁ ଦିନ ପ୍ଲାଷ୍ଟିକର ବହୁଳ ବ୍ୟବହାର ହେଉଛି । ଅଫିସ ଠୁ କିଚେନ ପର୍ଯ୍ୟନ୍ତ ସବୁଠି ପ୍ଲାଷ୍ଟିକର ରାଜ । ପ୍ଲାଷ୍ଟିକ ବୋତଲ ହେଉକି ପ୍ଲାଷ୍ଟିକ ଟିଫନ ବକ୍ସ ମଣିଷ ସହ ସ୍ୱତପ୍ରବୃତ ଭାବେ ଜଡିତ ହୋଇ ରହିଛି । ହେଲେ ଏହା ସ୍ୱାସ୍ଥ୍ୟ ପକ୍ଷେ କେତେ କ୍ଷତିକାରକ ତାହା ଅଧିକାଂଶ ଲୋକ ଏବେବି ଅଜ୍ଞ ।…