Browsing Tag

plastic

ପଲିଥିନରୁ ବାହାରୁଛି ପେଟ୍ରୋଲ୍!

ଯାଁଳା(ଓଡ଼ିଶା ଫାଷ୍ଟ ବ୍ୟୁରୋ): ପଲିଥିନରୁ ବାହାରୁଛି ପେଟ୍ରୋଲ । କଥାଟି ଅବିଶ୍ୱାସ ଲାଗୁଥିଲେ ବି ସତ । ଯେଉଁ ଗାଡ଼ି ଚାଳକ ଟାଙ୍କୀରେ ୧୧୨ରୁ ୧୧୫ ଟଙ୍କା ଦେଇ ପେଟ୍ରୋଲ ପକାଉଛନ୍ତି । ସେଭଳି ସମୟରେ ଏଭଳି ଖବର ନିଶ୍ଚୟ ସମସ୍ତଙ୍କୁ ଆସ୍ୱସ୍ତୀ କରିବ । ଏଭଳି ଅବିଶ୍ୱସନୀୟ କାର୍ଯ୍ୟ କରି…

ଏଥିରୁ ଦୂରେଇ ରୁହନ୍ତୁ, ନଚେତ ମୃତ୍ୟୁ ମୁଖରେ ପଡିପାରନ୍ତି

ଦିନକୁ ଦିନ ପ୍ଲାଷ୍ଟିକର ବହୁଳ ବ୍ୟବହାର ହେଉଛି । ଅଫିସ ଠୁ କିଚେନ ପର୍ଯ୍ୟନ୍ତ ସବୁଠି ପ୍ଲାଷ୍ଟିକର ରାଜ । ପ୍ଲାଷ୍ଟିକ ବୋତଲ ହେଉକି ପ୍ଲାଷ୍ଟିକ ଟିଫନ ବକ୍ସ ମଣିଷ ସହ ସ୍ୱତପ୍ରବୃତ ଭାବେ ଜଡିତ ହୋଇ ରହିଛି । ହେଲେ ଏହା ସ୍ୱାସ୍ଥ୍ୟ ପକ୍ଷେ କେତେ କ୍ଷତିକାରକ ତାହା ଅଧିକାଂଶ ଲୋକ ଏବେବି ଅଜ୍ଞ ।…