୨୦୧୯ ନିର୍ବାଚନ ପୂର୍ବରୁ ଆଶାୟୀଙ୍କ ଥଇଥାନ ପ୍ରକ୍ରିୟା ଆରମ୍ଭ
ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ଆଉ ଦିନ କେଇଟା ପରେ ସାଧାରଣ ନିର୍ବାଚନ । ୨୦୧୯ ପାଇଁ ବିଗୁଲ ବାଜିବ । ଓଡ଼ିଶାରେ ଏକ ସଙ୍ଗରେ ବିଧାନସଭା- ଲୋକସଭା ନିର୍ବାଚନ ହେବ । ବିଧାନସଭା ନିର୍ବାଚନ କୁ ନେଇ ସାଧାରଣରେ ଉତ୍ସାହ ରହିଛି । ବିଜେଡି ୨୦୦୦ ମସିହାରୁ ଶାସନରେ ଥିବାରୁ ଚାପରେ ରହିବା…