Browsing Tag

pipili

ପିପିଲିରେ ଏକାଧିକ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିପିଲିରେ ହେବାକୁ ଥିବା ଉପନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫ୍ରେନ୍ସିଂ ଜରିଆରେ ପିପିଲିବାସୀଙ୍କୁ ସମ୍ବୋଧନ କରିଛନ୍ତି। ଏହି ଅବସରରେ ପିପିଲି ନିର୍ବାଚନ ମଣ୍ଡଳୀ ପାଇଁ ୪୧ କୋଟି ୨୫ ଲକ୍ଷର ବିଭିନ୍ନ ଉନ୍ନୟନ ପ୍ରକଳ୍ପର ମୁଖ୍ୟମନ୍ତ୍ରୀ…

ଦାଣ୍ଡମୁକୁନ୍ଦପୁର ଜିଏମ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପର୍ଯ୍ୟଟନ ଶିଳ୍ପ ପରିଭ୍ରମଣ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୁରୀ ଜିଲ୍ଲା ଅଧିନସ୍ଥ ଦାଣ୍ଡମୁକୁନ୍ଦପୁର ସ୍ଥିତ ଗୋପବନ୍ଧୁ ମେମୋରିଆଲ ସରକାରୀ ଉଚ୍ଚ ବିଦ୍ୟାଳୟରେ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଦ୍ଵାରା ପର୍ଯ୍ୟଟନ ଓ କ୍ଷୁଦ୍ର ବ୍ୟବସାୟିକ ଜ୍ଞାନ ପାଠ୍ୟକ୍ରମ ବିଦ୍ୟାଳୟର ଶିକ୍ଷାରେ ସାମିଲ ହୋଇଛି । ଛାତ୍ରଛାତ୍ରୀମାନେ ତୃତୀୟ…

ବୋହୂକୁ ଦୁଷ୍କର୍ମ ଉଦ୍ୟମ, ଶ୍ୱଶୁର ଅଟକ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବୋହୂକୁ ଦୁଷ୍କର୍ମ ଉଦ୍ୟମ, ଶ୍ୱଶୁର ଅଟକ । ଏଭଳି ଏକ ଲଜ୍ଜାଜନକ ଘଟଣା ସମ୍ନାକୁ ଆସିଛି ପିପିଲିର ସତସଙ୍ଖ ଅଞ୍ଚଳରୁ । ପୁଅର ଅନୁପସ୍ଥିତିର ଫାଇଦା ଉଠାଇ ଅନେକ ବର୍ଷରୁ ଶ୍ୱଶୁର ବୋହୂର କରିଆସୁଥିଲେ ଶାରୀରିକ ଶୋଷଣ । ବୋହୂ ନିଜ ମୋବାଇଲରେ ରେକଡିଂ କରିଥିବା ଏହି ଭିଡ଼ିଓ…

ମହାରଥି ଆଶ୍ୱସ୍ତ, ସର୍ତ୍ତମୂଳକ ଜାମିନ ମଞ୍ଜୁର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ବିଜେଡି ବରିଷ୍ଠ ନେତା ଏବଂ ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥିଙ୍କୁ ମିଳିଲା ଆସ୍ୱସ୍ତି । ମହାରଥିଙ୍କ ଜାମିନ ଆଜି ମଞ୍ଜୁର ହୋଇଛି । ଭୁବନେଶ୍ୱର ସ୍ୱତନ୍ତ୍ର କୋର୍ଟ (ଏଡିଜେ-୩) ତାଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରିଛନ୍ତି ।…

୨୭କୁ ଘୁଞ୍ଚିଲା ମହାରଥୀଙ୍କ ଜାମିନ ଆବେଦନ ଶୁଣାଣି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ୨୭କୁ ଘୁଞ୍ଚିଲା ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଧାୟକ ପ୍ରାର୍ଥୀ ପ୍ରଦୀପ ମହାରଥୀଙ୍କ ଜାମିନ ଆବେଦନ ଶୁଣାଣି । ସୂଚନା ଅନୁଯାୟୀ, ଫ୍ଲାଇଂ ସ୍କ୍ୱାର୍ଡକୁ ଆକ୍ରମଣ ଘଟଣାରେ ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କ ସମ୍ପୃକ୍ତି…

ଜାମିନ ଖରିଜ, ଝାରପଡା ଜେଲ ମହାରଥୀଙ୍କ ନୂଆ ଠିକଣା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ତଥା ପିପିଲି ବିଜେଡି ବିଧାୟକ ପ୍ରଦୀପ ମହାରଥୀଙ୍କୁ ଜେଏମଏଫସି କୋର୍ଟରେ ହାଜର କରାଯିବା ପରେ କୋର୍ଟ ପରିସରରେ ସେ ବେହୋସ ହୋଇଯାଇଥିଲେ । ମହାରଥୀ ଅସୁସ୍ଥ ହେବାରୁ ଭୁବନେଶ୍ୱର ସ୍ପେଶାଲ କୋର୍ଟରେ ତାଙ୍କୁ ହାଜିର କରାଯାଇଥିଲା । ସେଠାରେ ମହାରଥୀଙ୍କ…

ମହାରଥୀଙ୍କ ଫାର୍ମ ହାଉସରେ ଚଢାଉ ବେଳେ ମାଜିଷ୍ଟ୍ରେଟଙ୍କୁ ଆକ୍ରମଣ, କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପିପିଲିରେ ନିର୍ବାଚନ ଫ୍ଲାଇଙ୍ଗ୍ ସ୍କ୍ବାଡ୍ ଏକ ଫାର୍ମହାଉସକୁ ଚଢ଼ାଉ ପାଇଁ ଯିବାବେଳେ ଆକ୍ରମଣ ଶିକାର ହୋଇଥିଲେ । ଏହି ଆକ୍ରମଣ ରେ ମାଜିଷ୍ଟ୍ରେଟ, ଫ୍ଲାଇଙ୍ଗସ୍କ୍ୱାର୍ଡ ଟିମର କ୍ୟାମେରାମ୍ୟାନ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି…

ବେବିନାଙ୍କୁ ନ୍ୟାୟ ଦେବା ପାଇଁ ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ଭାଜପା

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବେବିନା ଗଣ ବଳାତ୍କାର ଘଟଣାର ସିବିଆଇ ତଦନ୍ତ ଦାବି କରିବା ସହ ଏ ନେଇ ଭାଜପା ପକ୍ଷରୁ ରାଜ୍ୟବ୍ୟାପୀ 'ଜବାବ ମାଗୁଛି ଓଡ଼ିଶା, ଜବାବ ମାଗୁଛି ବେବିନା’ ଅଭିଯାନ କରାଯିବ । ଆଜି ଅର୍ଥାତ ୧୪ରୁ ୧୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟକ ନିର୍ବାଚନ ମଣ୍ଡଳିରେ ପ୍ରତିବାଦ କରାଯିବ ।…

ମଣିଷତ୍ୱ ହରାଇଲେ କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ, ଦେଖନ୍ତୁ ଭିଡିଓ

https://youtu.be/h5otenHip7c ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଗାମୀ ସାଧାରଣ ନିର୍ବାଚନ କୁ ଦୃଷ୍ଟି ରେ ରଖି ବିଭିନ୍ନ ଦଳର ନେତା ମାନେ ନିଜ ଅଞ୍ଚଳ ପରିଦର୍ଶନ କରିବାରେ ଲାଗିଛନ୍ତି । ନିଜ ଅଞ୍ଚଳ ପ୍ରତି ଥିବା ଆନ୍ତରିକତା ଅନୁସାରେ ସେମାନେ ଉର୍ଣ୍ଣତ୍ତି ମୂଳକ କାର୍ଯ୍ୟ କରିଥିଲେ । ମାତ୍ର…

ପିପିଲି ଗଣ ବଳାତ୍କାର ମାମଲା, ୨ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଓଡିଶା ଫାଷ୍ଟ(ବ୍ୟୁରୋ): ୨୦୧୧ ରେ ପିପିଲି ସ୍ଥିତ ଅର୍ଜୁନଗୋଦା ଗ୍ରାମର ଜନୈକା ଯୁବତୀଙ୍କୁ ଗଣବଳାତ୍କାର ଓ ହତ୍ୟା ଘଟଣା ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ଏହି ଘଟଣାରେ ସମ୍ପୃକ୍ତ ଥିବା ୨ ଅଭିଯୁକ୍ତ ସୁକାନ୍ତ ପ୍ରଧାନ ଓ ପ୍ରଶାନ୍ତ ପ୍ରଧାନଙ୍କୁ ପ୍ରମାଣ ଅଭାବରୁ ଭୁବନେଶ୍ୱର…