Browsing Tag

Pg Exam date

ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ବିଜ୍ଞପ୍ତି ପ୍ରକାଶ

ଓଡ଼ିଶା ଫାଷ୍ଟ (ବ୍ୟୁରୋ): ଏକକ ପିଜି ପ୍ରବେଶିକା ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ଅଗଷ୍ଟ ୨ ରୁ ୧୪ ପର୍ଯ୍ୟନ୍ତ ନାମଲେଖା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ। ଅଗଷ୍ଟ ୨୩ରୁ ଆରମ୍ଭ ହେବ ପ୍ରବେଶିକା ପରୀକ୍ଷା । ଅକ୍ଟୋବର ୧୨ରେ ପ୍ରକାଶ ପାଇବ ରାଜ୍ୟ ସ୍ତରୀୟ ମେଧା ତାଲିକା।…