ମାଲକାନଗିରିରେ ୧୦୫ ଟଙ୍କା ଟପିଲା ପେଟ୍ରୋଲ ଦର
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରତିଦିନ ଅହେତୁକ ଭାବରେ ବଢ଼ୁଛି ତୈଳଦର । ଆଜି ମାଲକାନଗିରିରେ ପେଟ୍ରୋଲ ଲିଟର ପିଛା ୧୦୫ ଟଙ୍କା ୨ ପଇସା ରହିଥିବା ବେଳେ ଡିଜେଲ୍ ୧୦୨ ଟଙ୍କା ରହିଛି । ସେହିଭଳି ଏକ୍ସଟ୍ରା ପ୍ରିମିୟମ୍ ପେଟ୍ରୋଲ ଦର ୧୦୮ ଟଙ୍କା ୮୬ ପଇସା ରହିଛି । ରାଜ୍ୟର ୨୫ ଜିଲ୍ଲାରେ…