Browsing Tag

Permission

୨ ବର୍ଷ ପରେ ଡ୍ୟାନ୍ସ ବାର୍ ଖୋଲିବାକୁ ଅନୁମତି

ଭୁବନେଶ୍ୱର(ଓଡ଼ିଶା ଫାଷ୍ଟ ବ୍ୟୁରୋ): ଦୀର୍ଘ ୨ ବର୍ଷ ହେଲା ଡ୍ୟାନସ ବାର୍ ଉପରେ ଲାଗୁ ହୋଇଥିବା କଟକଣାକୁ ଶେଷରେ ଉଠାଇ କୋହଳ କରାଯାଇଛି। ଏଥରେ ଚଳଚଞ୍ଚଳ ହେବ ଡ୍ୟାନ୍ସ ବାର୍ । ବାର୍ ଗାର୍ଲଙ୍କ ନାଚ ଗୀତରେ ରଙ୍ଗୀନ୍ ହେବ ରାଜଧାନୀର ରାତି। ନାଚଗୀତ ସହ ଜମିବ ମଦର ଆସର । ଅବକାରୀ ବିଭାଗ…