ପରବର୍ତ୍ତୀ ନେତା ଲୋକେ ବାଛିବେ: ନବୀନ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବହୁମତ ପାଇ ପଞ୍ଚମ ଥର ପାଇଁ ସରକାର ଗଢ଼ିବାକୁ ଯାଉଛି ବିଜେଡି । ୬ଷ୍ଠ ଥର ମଧ୍ୟ ବିଜେଡି ରାଜ୍ୟରେ ସରକାର ଗଢ଼ିବ ବୋଲି ନବୀନ ଆଶାବ୍ୟକ୍ତ କରିଛନ୍ତି । ତେବେ ନବୀନଙ୍କ ପରେ କିଏ ହେବ ନେତା ସେ ନେଇ ଚର୍ଚ୍ଚା ହେଉଥିଲା ବେଳେ ତାଙ୍କ ବଡଭାଇଙ୍କ ପୁଅ ଅରୁଣ ପଟ୍ଟନାୟକଙ୍କ…