ବିଦ୍ୟୁତ କାଟ୍ ସମସ୍ୟା ଦୂର ନହେଲେ ରାଜପଥ ଅବରୋଧ ସହ ବିଦ୍ୟୁତ କାର୍ଯ୍ୟାଳୟ ହେବ ଘେରାଉ
ଓଡ଼ିଶାଫାଷ୍ଟ (ବ୍ୟୁରୋ): କେନ୍ଦୁଝର ଜିଲ୍ଲା ପାଟଣା ଓ ତୁରୁମୁଙ୍ଗା ସବ-ଷ୍ଟେସନ ଅଞ୍ଚଳରେ ଏବେ ମୁଖ୍ୟ ସମସ୍ୟା ବିଦ୍ୟୁତ କାଟ । ସାମାନ୍ୟ ବର୍ଷା ହେଲେ ବିଦ୍ୟୁତ କର୍ମଚାରୀ ଲାଇନ କାଟି ଦେଉଛନ୍ତି । ଫଳରେ ଗରମ ଗୁଳୁଗୁଳିରେ ଉପଭକ୍ତା ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବର୍ଷାକୁ…