ଏସସିବି କାଜୁଆଲଟିରେ ତାଲା ପକାଇଲେ ମୃତକଙ୍କ ସମ୍ପର୍କୀୟ, ଚିକିତ୍ସାରେ ଅବହେଳା କରି ୧୦ ଜଣ ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରୋଗୀ ମୃତ୍ୟୁକୁ ନେଇ କଟକ ଏସସିବି କାଜୁଆଲଟିରେ ସମ୍ପର୍କୀୟ ଝୁଲାଇଲେ ତାଲା । ମୃତ ରୋଗୀଙ୍କ ସମ୍ପର୍କୀୟ ଏହାର ପ୍ରତିବାଦରେ ମେଡ଼ିକାଲ ସାମ୍ନାରେ ଧାରଣାରେ ବସିଥିଲେ । ପରିବାର ଲୋକଙ୍କ ସହ ଏସସିବି କର୍ତୃପକ୍ଷ ଆଲୋଚନା କରିବା ପରେ ସେମାନେ ଧାରଣରୁ ଉଠିଥିଲେ ।…