ଯୋଗାଣ ମନ୍ତ୍ରୀଙ୍କ ବାଚଳାମି ରେ, ନବୀନ ନିନ୍ଦିତ
ଓଡ଼ିଶା ଫାଷ୍ଟ (ବ୍ୟୁରୋ): କେତେବେଳେ ନିଜକୁ ନବୀନ ବାବୁଙ୍କ ଚାକର କହି ରାସ୍ତାରେ ପରିଶ୍ରା କରି ଚର୍ଚ୍ଚାରେ ରହିଥିବା ସୂର୍ଯ୍ୟ ଏବେ ପୁଣି ଚର୍ଚ୍ଚାରେ । ଏବେ ନିଜର କୌଣସି ଭଲ କାମ ପାଇଁ ନୁହେଁ ବରଂ ନିଜର ବଦରାଗୀ ଗୁଣ ପାଇଁ । କିଛି ଗଣମାଧ୍ୟମ ଗଜପତି ଜିଲ୍ଲା ର ଲୋମହର୍ଷଣକାରି ପାହାଡ ଧସି…