ଏହି ରାଶିର ଲୋକେ ହୋଇଥାନ୍ତି ବହୁତ ଭାବୁକ, ବହୁତ ଶୀଘ୍ର ଆପଣଙ୍କ ଉପରେ କରିଥାନ୍ତି ଭରଷା
ଯେତେବେଳେ ମନୁଷ୍ୟ ଅଧିକ ଭାବୁକ ହୋଇଯାଏ ସେଥିପାଇଁ ତାକୁ କ୍ଷତି ସହିବାକୁ ପଡ଼ିଥାଏ । ଜ୍ୟୋତିଷ ଶାସ୍ତ୍ରରେ ମନୁଷ୍ୟର ରାଶି ଅନୁଯାୟୀ ତା’ର ସ୍ୱଭାବ ହୋଇଥାଏ । ଏମିତି କିଛି ରାଶି ଅଛନ୍ତି ଯେଉଁମାନେ ନିଜର ଭାବୁକ ସ୍ୱଭାବ ପାଇଁ ସମସ୍ତଙ୍କୁ ଭରଷା କରିଥାନ୍ତି ଓ ପରେ ପୁଣି ଏଥିପାଇଁ…