୫୫ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ, ଅଧିକ ଗଛ କାଟିଥିଲେ କାର୍ଯ୍ୟାନୁଷ୍ଠାନ ପାଇଁ ପିସିସିଏଫ୍ଙ୍କୁ ପତ୍ର ଲେଖିଲେ ସଚିବ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଢେଙ୍କାନାଳ ଦେଇ ଯାଇଥିବା ୫୫ନଂ ଜାତୀୟ ରାଜପଥ ସମ୍ପ୍ରସାରଣ ବେଳେ ଆବଶ୍ୟକତା ନ ଥାଇ ଶତାଧିକ ପୁରୁଣା ଗଛ କାଟି ଦିଆଯାଉଛି । ଏପରି ସଙ୍ଗିନ ଅଭିଯୋଗ ଆସିବା ପରେ ଜଙ୍ଗଲ ଏବଂ ପରିବେଶ ବିଭାଗ ସ୍ବତନ୍ତ୍ର ସଚିବ ଏ ନେଇ ପିସିସିଏଫ୍ଙ୍କୁ ପତ୍ର ଲେଖି ଜଣାଇଛନ୍ତି ।…