Browsing Tag

PCC president Niranjan changed

ବଦଳିଲେ ପିସିସି ସଭାପତି ନିରଞ୍ଜନ, ନୂତନ ସଭାପତି ହେଲେ ଆର୍ଯ୍ୟକୁମାରଙ୍କ ଜ୍ଞାନେନ୍ଦ୍ର !!!

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ କଂଗ୍ରେସରେ ପିସିସି ସଭାପତି ବଦଳିବା କୌଣସି ନୂଆ କଥାନୁହେଁ । ଏଠି ନୂତନ ପିସିସି ସଭାପତିଙ୍କୁ ବାଣ, ବାଜା ଓ ବିଶାଳ ଶୋଭାଯାତ୍ରାରେ ପାଛୋଟା ଯାଏ ଓ ତାପରେ ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରାଯାଏ । ଏହା ରାଜ୍ୟ କଂଗ୍ରେସ ର ଅଭ୍ୟାସ ହୋଇଗଲାଣି । ଦଳ ପଛେ…