ଆଗକୁ ଫୋନପେ, ପେଟିଏମ୍ ଓ ଗୁଗୁଲପେ ବ୍ୟବହାର କଲେ ପଡ଼ିବ ଟ୍ୟାକ୍
UPI ନେଣଦେଣ ଉପରେ କୌଣସି ଟ୍ୟାକ୍ସ ନେବେନି କେନ୍ଦ୍ର ସରକାର । ୟୁନିଫାଏଡ ପେମେଣ୍ଟ ଇଣ୍ଟରଫେସ ସର୍ଭିସ ଉପରେ କୌଣସି ଦେୟ ଲାଗୁ ହେବ ନାହିଁ ବୋଲି ଅର୍ଥମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ ହୋଇଛି । ଏହି ଡିଜିଟାଲ ପେମେଣ୍ଟ ଲୋକଙ୍କ ହିତ ଏବଂ ସୁବିଧାକୁ ଉତ୍ସାହିତ କରୁଥିବା ସରକାର କହିଛନ୍ତି ।…